Home

୫୦ କୋଟି ଟଙ୍କାର ଡ୍ରଗ୍ସ, ୪କୁଇଣ୍ଟାଲ ଗଞ୍ଜେଇ ଜବତ: ୫ଗିରଫ

ଗୁଆହାଟୀ ,୨୧।୧୧: ଆସାମର ଚାଚର ଏବଂ କର୍ବି ଆଙ୍ଗ୍‌ଲଙ୍ଗ ଜିଲାରୁ ସୋମବାର ୫୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ବେଆଇନ ନିଶାଦ୍ରବ୍ୟ ଚୋରା…

4 years ago

ସ୍କୁଲରୁ ମିଳିଲା ୩ ଅଫୁଟା ବୋମା: ପୋଲିସର ଯାଞ୍ଚ ଆରମ୍ଭ

କୋଲକାତା,୨୧।୧୧: ପଶ୍ଚିମବଙ୍ଗର ଏକ ସ୍କୁଲରେ ୩ଟି ଅଫୁଟା ବୋମା ଜବତ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ,…

4 years ago

ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧର୍‌ ଜିଲାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯିବା ସହ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କଂଗ୍ରେସ ବିଧାୟକ ଉମଙ୍ଗ ସିଂଘରଙ୍କ ବିରୋଧରେ ମାମଲା ରୁଜୁ…

4 years ago

ରାଜ୍ୟପାଳଙ୍କ ବଦଳି ଦାବିକଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ ,୨୧।୧୧: ଛତ୍ରପତି ଶିବାଜୀ ମହାରାଜାଙ୍କ ସମ୍ପର୍କରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଏବେ ତେଜିବାରେ ଲାଗିଛି। ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ…

4 years ago

ଉଦୟପୁରରେ ବୁରାରୀ ଘଟଣାର ପୁନରାବୃତ୍ତି: ଘରୁ ମିଳିଲା ସ୍ବାମୀ-ସ୍ତ୍ରୀଙ୍କ ସମେତ ୪ପିଲାଙ୍କ ମୃତଦେହ

ଉଦୟପୁର,୨୧।୧୧: ରାଜସ୍ଥାନର ଉଦୟପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଘରୁ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହି…

4 years ago

ଆଉ ନାହାନ୍ତି ରସନା ଗ୍ରୁପ୍‌ ମାଲିକ

ନୂଆଦିଲ୍ଲୀ,୨୧।୧୧: ଲୋକପ୍ରିୟ ପାନୀୟ ରସନା ମାଲିକ ଅରିଜ ପିରୋଜଶା ଖମ୍ବାଟାଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ସେ…

4 years ago

ଅଫ୍‌ତାବଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ: କୋର୍ଟ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୧୧: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏଭଳି ସ୍ଥିତିରେ ଅଭିଯୁକ୍ତ ଅଫ୍‌ତାବଙ୍କ ନାର୍କୋ ଟେଷ୍ଟ ପୂର୍ବରୁ ପଲିଗ୍ରାଫ୍‌ ଟେଷ୍ଟ…

4 years ago

ନଭେମ୍ବର ୨୨ରେ ମୋଦି ଦେବେ ୭୧ ହଜାର ନିଯୁକ୍ତ ପତ୍ର, କେନ୍ଦ୍ର ସରକାରଙ୍କ କିଛି ବିଭାଗରେ ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ,୨୧ ।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକାସାଙ୍ଗରେ ୭୧ ହଜାର ଯୁବବର୍ଗଙ୍କ୍‌ୁ ସ୍ଥାୟୀ ଚାକିରିର ନିଯୁକ୍ତି ପତ୍ର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨…

4 years ago

ଇଣ୍ଡୋନେସିଆରେ ଭୂକମ୍ପ: ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଜାକର୍ତ୍ତା,୨୧।୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ସୋମବାର ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିଲା। ଭୂକମ୍ପ ସମୟରେ ଲୋକମାନେ…

4 years ago

ବ୍ୟବସାୟୀଙ୍କ ପ୍ରେମରେ ପଡିଛନ୍ତି ବିଶ୍ୱସୁନ୍ଦରୀ

୨୦୧୭ ବିଶ୍ୱ ସୁନ୍ଦରୀ ବିଜେତା ତଥା ଅଭିନେତ୍ରୀ ମାନୁଶୀ ଛିଲାର ପ୍ରେମରେ ପଡିଛନ୍ତି। ସେ କୌଣସି ଅଭିନେତା ନୁହେଁ ବରଂ ଜଣେ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି।…

4 years ago