Home

ଗୋଟିଏ ମାସରେ ତୃତୀୟଥର ପାଇଁ ଗିରଫ ହେଲେ ଟିଏମ୍‌ସି ନେତା

ନୂଆଦିଲ୍ଲୀ,୩୦।୧୨: କ୍ରାଉଡଫଣ୍ଡିଂ ଜରିଆରେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗରେ ଟିଏମସିର ମୁଖପାତ୍ର ସାକେତ ଗୋଖଲେ ଗିରଫ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୋଲିସ…

4 years ago

ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍‌ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,…

4 years ago

ହୀରାବେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଶୁକ୍ରବାର ଭୋର୍‌ ସମୟରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛନ୍ତି। ଏହି ଖବର ଶୁଣି ରାଷ୍ଟ୍ରପତି ଦ୍ରୌପଦୀ…

4 years ago

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍‌: ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଗାନ୍ଧିନଗର ସେକ୍ଟରସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯାଇଛି। ମୋଦି ମା’ଙ୍କୁ ନିଆଁ ମୁଖାଗ୍ନି…

4 years ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଯୁବକଙ୍କ ଜୀବନ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଜମଧରଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଯୁବକଙ୍କ…

4 years ago

ଗବେଷଣା ପାଇଁ ଶରୀର ଦାନକଲେ ପରିବାର ବର୍ଗ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ) ଖୋର୍ଦ୍ଧା ଜିଲା ପାତ୍ରପଡ଼ା ଅଞ୍ଚଳର ୬୪ ବର୍ଷୀୟ ଶ୍ରୀନିବାସ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଜୀବନ ଯୁଦ୍ଧରେ ହାରିଯାଇ ସେ ସବୁଦିନ ପାଇଁ…

4 years ago

କୌପୀନଧାରୀଙ୍କ ଜେଲଭରୋ ଚେତାବନୀ

ଢେଙ୍କାନାଳ ଅଫିସ,୩୦।୧୨: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାର ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ସ୍ଥଳୀ ଯୋରନ୍ଦା ମହିମା ଗାଦିର ବିବାଦୀୟ ତୃତୀୟ ବେଢ଼ାରୁ କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ…

4 years ago

ନୂଆବର୍ଷରୁ ଜଙ୍ଗଲ ସଫାରି

ଢେଙ୍କାନାଳ ଅଫିସ,୩୦ା୧୨: ଘଞ୍ଚ ଜଙ୍ଗଲରେ ରୋମାଞ୍ଚକର ଯାତ୍ରା। ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପରିବେଶବିତ୍‌, ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରଙ୍କ ସମେତ ସାଧାରଣ ପର୍ଯ୍ୟଟକ ମଧ୍ୟ…

4 years ago

ବସ୍‌ଷ୍ଟାଣ୍ଡରେ ପରିବା ବେପାର

ଚମ୍ପୁଆ,୩୦ା୧୨(ଡି.ଏନ.ଏ): ଦୈନିକ ପରିବା ବଜାର ଥାଉ ଥାଉ ବେପାରୀଙ୍କର କିଣାବିକାର ଆଡ଼ା ପାଲଟିଛି ଚମ୍ପୁଆ ବସ୍‌ଷ୍ଟାଣ୍ଡ। ବେପାରୀମାନେ ବସ୍‌ଷ୍ଟାଣ୍ଡ ଭିତରେ ଚାଷୀଙ୍କଠୁ କାରବାର କରୁଛନ୍ତି। ଏପରିକି ବସ୍‌…

4 years ago

ସୁରକ୍ଷା ଅର୍ଥ ଯାଉଛି କୁଆଡ଼େ

ବାରିପଦା ଅଫିସ,୩୦ା୧୨: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ନେଇ ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କଲେଣି। ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ…

4 years ago