Home

ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ

ଯାଜପୁର ଅଫିସ,୨୯ା୫: କଳା, ସଂସ୍କୃତି ଓ ଐତିହ୍ୟର ଉତ୍କର୍ଷକୁ ଆଧାର କରି ଯାଜପୁରର ଇତିହାସ ଯେତେ ସମୃଦ୍ଧ ସେତେ ପରିଚିତ ଏହାର ଖଣିଜ ସମ୍ପଦ, ଶିଳ୍ପ ଏବଂ…

3 years ago

ଯୁଦ୍ଧ ସରଞ୍ଜାମ ଏୟାର ଡ୍ରପ କଲା ବାୟୁସେନା ବିମାନ…

ନୂଆଦିଲ୍ଲୀ,୨୯।୫ : ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦ୍ୱାରା ଯୁଦ୍ଧ ସରଞ୍ଜାମଗୁଡ଼ିକୁ ସଫଳତାର ସହ ଏୟାର ଡ୍ରପ କରାଯାଇଛି। ଯୁଦ୍ଧ ସମୟରେ ଏହା ସେନା ପାଇଁ ବହୁତ…

3 years ago

ପାଠାଗାର ସଂସ୍କୃତି ବୁଡ଼ିବାକୁ ବସିଛି

ଯାଜପୁର ଅଫିସ,୨୯ା୫: ସଂରକ୍ଷଣ ଓ ପରିଚାଳନା ଅଭାବରୁ ସମଗ୍ର ଯାଜପୁର ଜିଲାର ପ୍ରାୟ ୨ ହଜାର ପାଠାଗାର ଲୋପ ପାଇବାକୁ ବସିଲାଣି। ପ୍ରାକ୍‌ ସ୍ବାଧୀନତା କାଳରେ ବିନୋବାଜୀଙ୍କ…

3 years ago

ମଣିପୁରରେ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର: ସେନାକୁ ମିଳିଲା ଗୁପ୍ତ ସୂଚନା…

ଇମ୍ଫାଲ,୨୯।୫ : ମଣିପୁରରେ ପୁଣି ହିଂସାର ନିଆଁ ଜଳୁଛି। ସଦ୍ୟତମ ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ…

3 years ago

ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ

ରାଜନଗର, ୨୯ା୫(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ…

3 years ago

ଭିଜିଲାନ୍ସ ଜାଲରେ ତହସିଲଦାର

ବାରିପଦା ଅଫିସ,୨୯ା୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କ…

3 years ago

ପାକିସ୍ତାନ ବି ହେବ ହିନ୍ଦୁରାଷ୍ଟ୍ର: ବାଗେଶ୍ୱର ବାବା…

ଅହମଦାବାଦ,୨୯।୫ : ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ହେଡ ଲାଇନରେ ରହିଥାନ୍ତି। ଙ୍‌ନିକଟରେ, ବାଗେଶ୍ୱର ବାବାଙ୍କ ପାଗଳ’ଶବ୍ଦର ବ୍ୟବହାରକୁ ନେଇ ବିହାରରେ ଉାତ୍ତଜନା…

3 years ago

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର, ୨୯ା୫(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ୧୫ଟି…

3 years ago

ଥିଏଟର କମାଣ୍ଡ ପ୍ରତିଷ୍ଠା କରିବାକୁ ନିକଟତର ହେଉଛି ଭାରତ…

ନୂଆଦିଲ୍ଲୀ,୨୯।୫ : ଭାରତୀୟ ସେନା ଏକ ବଡ଼ ସଫଳତା ହାସଲ କରିଛି। ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦ୍ୱାରା ଯୁଦ୍ଧ ସରଞ୍ଜାମଗୁଡ଼ିକୁ ସଫଳତାର ସହ ଅବତରଣ କରାଯାଇଛି।…

3 years ago

ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…

ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ…

3 years ago