କୋରାପୁଟ,୧୮ା୫(ସ୍ବ.ପ୍ର.): ଗୁରୁବାର ପୁର୍ବାହ୍ନରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କୋରାପୁଟ ଜିଲାର ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହାଇଥିବା ଜଣାପଡିଛି। ଚଳିତ ମାଟ୍ରିକ…
ନୂଆଦିଲ୍ଲୀ,୧୮।୫: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଗୁରୁବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପଶ୍ଚିମବଙ୍ଗରେ ମଧ୍ୟ…
ଇସଲାମାବାଦ,୧୮ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ଦେଶ ଧ୍ୱଂସ ଆଡ଼କୁ ଗତି କରୁଛି। ଏପରିକି ବାଂଲାଦେଶ ପରି ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବ। ଶାସକ…
ସୁନ୍ଦରଗଡ଼,୧୮ା୫(ଡି.ଏନ୍.ଏ.): ଗୁରୁବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ଭଲ ରେଜଲ୍ଟ ହୋଇଥିବା ବୋର୍ଡ ସୂତ୍ରରୁ ପ୍ରକାଶ। ଚଳିତ…
କେନ୍ଦୁଝର,୧୮ା୫(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବୈତରଣୀ ନଦୀକୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ମାଈହାତୀ ଖସି ପଡ଼ିଥିଲା। ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି।…
ବେଙ୍ଗାଲୁରୁ,୧୮।୫: ଚାରି ଦିନର କସରତ ପରେ ଗୁରୁବାର କଂଗ୍ରେସ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା…
ପୁରୁଷୋତ୍ତମପୁର,୧୮ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟେ ଶବ୍ଦ ହୋଇଥିଲା।…
ଦୁଇଟି ଗାଁ ଏକଦା ମହାନ ପଡ଼ୋଶୀ ଥିଲେ। ଏକ ବିବାହ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଝଗଡା ହେତୁ ତିକ୍ତ ଶତ୍ରୁ ହୋଇଗଲେ। ଏହି ବିବାହ କୌଣସି ପ୍ରକାରେ ସମ୍ପୃକ୍ତ…
ପରିଣିତି ଚୋପ୍ରା ଖୁବ୍ଶୀଘ୍ର ଘର ସଂସାର କରିବେ। ସାଂସଦ ରାଘବ ଚଢ଼ାଙ୍କ ସହ ତାଙ୍କର ରିଂ ସେରିମନି ନିକଟରେ ଶେଷ ହୋଇଛି। ପରିଣିତିଙ୍କ ଗୋଟିଏ ଆଶା ପୂରଣ…
ନୂଆଦିଲ୍ଲୀ,୧୮।୫ : ତେବେ ମନ୍ତ୍ରଣାଳୟର ପରିବର୍ତ୍ତନ ପରେ ତାଙ୍କର ପ୍ରଥମ ଟୁଇଟରେ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇନ ମନ୍ତ୍ରୀ ଭାବରେ ତାଙ୍କୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ…