Home

ସ୍ବିଜରଲ୍ୟାଣ୍ଡରେ ଘୂର୍ଣ୍ଣିଝଡ଼

ଜେନେଭା,୨୫।୭: ସ୍ବିଜରଲ୍ୟାଣ୍ଡରେ ଆସିଥିବା ପ୍ରବଳ ଘୂର୍ଣ୍ଣିଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଘୂର୍ଣ୍ଣିଝଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପାହାଡିଆ ଅଞ୍ଚଳରେ ନିର୍ମିତ ଘର…

3 years ago

ମେନ୍‌ସା ଆଇକ୍ୟୁର ସଦସ୍ୟ ହେଲେ ୧୧ ବର୍ଷୀୟ ଆଡ୍ରିଆନ୍‌

ଲଣ୍ଡନ: ଏପର୍ଯ୍ୟନ୍ତ ଆମେ ଜାଣିଛନ୍ତି କି ଆଲବର୍ଟ ଆଇନଷ୍ଟାଇନ୍‌ ଏବଂ ଷ୍ଟେପନ ହକିଂଙ୍କ ଆଇକ୍ୟୁ ସବୁଠୁ ଅଧିକ। ହେଲେ ନିକଟରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଆଇକ୍ୟୁ ଏହି…

3 years ago

କୋହଲିଙ୍କ ପ୍ରଶଂସାରେ ଶତମୁଖ ରୋହିତ ଶର୍ମା

ତ୍ରିନିଦାଦ,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ଡ୍ର’ରେ ଶେଷ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁ ଶେଷ…

3 years ago

୨୭.୫୭ କୋଟି ସଂଗ୍ରହକଲା ‘ବାର୍ବି’

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ରିଲିଜ୍‌ ହୋଇଥିବା ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ଅଭିନୀତ କମେଡି ଫିଲ୍ମ ‘ବାର୍ବି’ ଅନ୍ତର୍ଜାତୀୟ ବକ୍ସ ଅଫିସରେ ୧୮.୫୦ କୋଟି…

3 years ago

‘ନୟନିକା ଚରିତ୍ର ମୋ ହୃଦୟର ଅତି ନିକଟତର’

ମୁମ୍ବାଇ: ଅଭିନେତ୍ରୀ କାଜଲ ନିକଟରେ ଓଟିଟି ଡେବ୍ୟୁ କରିଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଦି ଟ୍ରାଏଲ: ପ୍ୟାର, କାନୁନ, ଧୋକା’ରେ ସେ ଜଣେ ଜୁନିୟର ଓକିଲ ଭାବେ ତାଙ୍କ ଦ୍ୱିତୀୟ…

3 years ago

ରହସ୍ୟମୟୀ ପାକିସ୍ତାନୀ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଆଲୋଚନାର ବିଷୟ। ପବ୍‌ଜି ଖେଳୁ ଖେଳୁ ଉତ୍ତରପ୍ରଦେଶର ଗ୍ରେଟର ନଏଡାର ସଚିନ ମୀନାଙ୍କ ପ୍ରେମରେ ପଡ଼ି…

3 years ago

ବିଓବିର ୧୧୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ୧୧୬ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦେବଦତ୍ତ ଚାନ୍ଦ…

3 years ago

ବିଜିୟୁର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ…

3 years ago

କଟକରେ ବିଗ୍‌ୱିଙ୍ଗ୍‌ର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୨୫।୭: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ବିଗ୍‌ଓ୍ବିଙ୍ଗ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ୍‌…

3 years ago

ଖୋର୍ଦ୍ଧାରେ ଟାଟା ମୋଟର୍ସର ଅତ୍ୟାଧୁନିକ ଆରଭିଏସ୍‌ଏଫ୍‌

ଭୁବନେଶ୍ୱର,୨୫।୭ (ଅଭୟ ଦାଶ): ଟାଟା ମୋଟର୍ସର ଅତ୍ୟାଧୁନିକ ରେଜିଷ୍ଟର୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି (ଆର୍‌ଭିଏସ୍‌ଏଫ୍‌) ସେଣ୍ଟର ସୋମବାର ଭୁବନେଶର ନିକଟବର୍ତ୍ତୀ ଖୋର୍ଦ୍ଧାର କୁମାରବସ୍ତ କାଞ୍ଜିଆମାଠାରେ ଉଦ୍‌ଘାଟିତ ହୋଇଯାଇଛି।…

3 years ago