Home

୧୮ ବେଆଇନ ବାଲି ବୋଝେଇ ଗାଡି ଜବତ: ଡ୍ରାଇଭର ଫେରାର

ହାଟଡିହୀ,୧୧l୧୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ପରିବହନ କରୁଥିବା ୧୮ଟି ବାଲି ଗାଡିକୁ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ…

5 months ago

ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ୍‌: ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ..

ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ପ୍ରକ୍ର୍ରିୟା ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍‌ପେଣ୍ଡ୍‌ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍‌ରେ ସୂଚନା…

5 months ago

ନୂଆପଡ଼ା ଉପନିର୍ବାଚନ: ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟିଂ

ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରୁଖୁରୁରେ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ…

5 months ago

ରାଗିଗଲେ ହେମାମାଳିନୀ: କହିଲେ, ଯାହା ଘଟୁଛି ତାହା ଅକ୍ଷମଣୀୟ

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ପରିବାର ଚିନ୍ତିତ ଅଛନ୍ତି। ସୁପରଷ୍ଟାରଙ୍କ ପରିବାର ଅନୁଯାୟୀ, ଧର୍ମେନ୍ଦ୍ର ଜୀବିତ ଏବଂ ସୁସ୍ଥ ଅଛନ୍ତି।…

5 months ago

ଦିଲ୍ଲୀ ବିସ୍ଫୋରଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୧୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ଓଡ଼ିଶାର ସମ୍ବେଦନଶୀଳ ସ୍ଥାନଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ଉପକୂଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି…

5 months ago

ଜୀବିତ ଅଛନ୍ତି ଧର୍ମେନ୍ଦ୍ର: ଝିଅ କହିଲେ ଦୟାକରି…

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ନିକଟରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଝିଅ ଇଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ…

5 months ago

ସରପଞ୍ଚଙ୍କ ମହାନତା: ଦିବ୍ୟାଙ୍ଗଙ୍କୁ ବଢାଇଲେ ସହାୟତାର ହାତ

ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେଉଛନ୍ତି। ଏଥିପାଇଁ କାର୍ଯ୍ୟାଦେଶ ସହ ଅଗ୍ରିମ…

5 months ago

ଜୟ ଢୋଲକିଆଙ୍କ ବୁଥ୍‌ରେ EVMରେ ତ୍ରୁଟି: ଆରମ୍ଭ ହୋଇପାରିଲାନି ଭୋଟିଂ

ନୂଆପଡ଼ା,୧୧।୧୧(ମକାରୁ ବେମାଲ): ଆଜି ନୂଆପଡ଼ା ଉପନିର୍ବାଚନକୁ ଅନୁଷ୍ଠିତ ହୋଇଛି। ଏଠାରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଖରିଆର ରୋଡ ମୋଙ୍ଗରାପାଲିରେ EVMରେ ତ୍ରୁଟି ଦେଖାଯାଇଛି। ମୋଙ୍ଗରାପାଲିର…

5 months ago

ଶ୍ରେଣୀ ବିପଦ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପୁଅ ପାର୍ଥ ଓ ତାଙ୍କ ବ୍ୟବସାୟିକ ସହଯୋଗୀ ପୁନେର ମୁନ୍ଧଓ୍ବା-କେରୋଗାଁଓ ପାର୍କ ଅଞ୍ଚଳରେ ୪୦ ଏକର ସରକାରୀ ଜମିକୁ ୩୦୦ କୋଟି…

5 months ago

ଆସିଲା ସନ୍ଦିଗ୍ଧଙ୍କ ଫଟୋ: ଜାଣନ୍ତୁ ଦିଲ୍ଲୀ ବ୍ଲାଷ୍ଟ ଘଟଣା ପୂର୍ବରୁ କ’ଣ କରୁଥିଲେ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ବିସ୍ଫୋରଣର ତଦନ୍ତକୁ ଜୋରଦାର କରିଛି। ପ୍ରାରମ୍ଭିକ ତଦନ୍ତରୁ ଗୁରୁତ୍ୱପୂର୍ଣ୍ଣ…

5 months ago