ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ବିତିଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ଇସ୍ରାଏଲକୁ ସମର୍ଥନ ଦେଇଥିବାରୁ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର…
ନୂଆଦିଲ୍ଲୀ/କଲମ୍ବୋ,୧୪।୧୦: ତାମିଲନାଡୁର ନାଗାପଟ୍ଟିନମ ଏବଂ ଶ୍ରୀଲଙ୍କାର କାନକେସନ୍ତୁରାଇ ମଧ୍ୟରେ ଫେରି ସେବାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି…
ଗାଜା,୧୪।୧୦: ହମାସ ଆତଙ୍କବାଦୀ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଗାଜା ଅଞ୍ଚଳରେ ରହୁଥିବା ଲୋକମାନେ ସର୍ବାଧିକ କ୍ଷତି ସହୁଛନ୍ତି। ଉତ୍ତର ଗାଜାରେ ଥିବା ଜବାଲିଆ…
ଓ୍ବାଶିଂଟନ,୧୪।୧୦: ଗତ ସପ୍ତାହରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୧୩୦୦ ଲୋକଙ୍କୁ ହତ୍ୟା କରିଥିଲା। ହମାସ ଆକ୍ରମଣର ବର୍ବରତା ଖବର ସାରା…
ଇସ୍ତାନବୁଲ,୧୪।୧୦: ଋଷିଆର ବରିଷ୍ଠ କୂଟନୀତିଜ୍ଞ ନିକୋଲାଇ କ୍ରୋବ୍ରିନେଟ୍ସ ତୁର୍କୀର ଇସ୍ତାନବୁଲରେ ରହସ୍ୟଜନକ ଭାବରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତଦେହ ଏକ ହୋଟେଲ ରୁମରେ ମିଳିଛି। ତୁର୍କୀ ପୋଲିସ…
ମୁମ୍ବାଇ,୧୪।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି କଂଗ୍ରେସ ଯେତିକି ଜନସଂଖ୍ୟା, ଯେତିକି ଅଂଶଗ୍ରହଣ ନୀତିରେ ବିଶ୍ୱାସ…
କିର୍ଗିଜସ୍ତାନ,୧୪।୧୦: ହମାସ ଦ୍ୱାରା ଅପ୍ରତ୍ୟାଶିତ ର୍ନିଦ୍ଦୟ ଆକ୍ରମଣର ସମ୍ମୁଖୀନ ହେବାପରେ ଇସ୍ରାଏଲର ଆତ୍ମରକ୍ଷା କରିବାର ଅଧିକାରକୁ ସ୍ବୀକୃତି ଦେଇ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ଜେରୁଜେଲମ…
ପାନାମା ସିଟି,୧୪।୧୦: ପାନାମା ସିଟିର ଟୋକ୍ୟୁମେନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଫ୍ଲୋରିଡାର ଚମ୍ପା ଅଭିମୁଖେ ଯାଉଥିବା ଏକ କୋପା ଏୟାରଲାଇନ୍ସର ବିମାନକୁ ସନ୍ଦିଗ୍ଧ ବୋମା ପାଇଁ ଖେଜାଖୋଜି…
ଜେରୁଜେଲମ,୧୪।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ୧୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି ଯେଉଁଥିଲେ୨୪୭ ସେନା ସାମିଲ ଅଛନ୍ତି। ଅନ୍ୟପଟେ ଗାଜାରେ…
ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଭାରତୀୟଙ୍କ ପାଇଁ ଦେଶ ଚିନ୍ତିତ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ…