Home

ପୁରୁଣା ପ୍ରକୃତି ଛାଡୁନାହିଁ ଚାଇନା, ତାଇଓ୍ବାନ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦେଖାଦେଲା ସନ୍ଦିଗ୍ଧ ବେଲୁନ

ତାଇପେଇ ସିଟି,୧୨।୧: ଜାନୁଆରୀ ୧୩ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱର ଆଖି…

3 years ago

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଏବେ ସେ ୫ ମାସର ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫…

3 years ago

ଏଫିଲ ଟାଓ୍ବାରଠାରୁ ୧୭ ଗୁଣା ଅଧିକ ଲୁହା, ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ୬ ଗୁଣା କଂକ୍ରିଟ, ଖୁବ ମଜଭୁତ ଅଟଳ ସେତୁ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇରେ ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ର ଉଦଘାଟନ କରିବାକୁ ଯାଉଛନ୍ତି। ମୁମ୍ବାଇ ଟ୍ରାନ୍ସ-ହାରବର୍‌ ଲିଙ୍କ (ଏମଟିଏଚଏଲ) ର ନାମ…

3 years ago

ଗର୍ଭବତୀ ସ୍ତ୍ରୀଙ୍କୁ ମନ ପସନ୍ଦର ଖାଦ୍ୟ ଖୁଆଇବା ପାଇଁ ୧୩୦୦୦ କିଲୋମିଟର ନେଇଗଲେ ସ୍ବାମୀ

ସାରା ବିଶ୍ୱରେ ପ୍ରତିଦିନ ଲକ୍ଷଲକ୍ଷ ପିଲା ଜନ୍ମ ହୁଅନ୍ତି। ଏକ ଶିଶୁ ଏହି ଦୁନିଆକୁ ଆସିବା ପାଇଁ ୯ ମାସ ସମୟ ଲାଗେ ଏବଂ ଏହି ସମୟ…

3 years ago

ଛାଡପତ୍ର ନ ହୋଇଥିଲେ ପ୍ରଥମ ପତ୍ନୀଙ୍କୁ ହିଁ ମିଳିବ ପେନସନ ଅଧିକାର: ହାଇକୋର୍ଟ

ପ୍ରୟାଗରାଜ,୧୨।୧: ସ୍ବାମୀ-ସ୍ତ୍ରୀଙ୍କ ସହ ଜଡିତ ଏକ ବିବାଦରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଛାଡପତ୍ର ନହୁଏ ତେବେ କେବଳ…

3 years ago

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଚଟଣି ମାଗିବାରୁ….

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀର ଶାହଦରା ଜିଲାର ଫର୍ଶ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦୋକାନୀ ଅତିରିକ୍ତ ମୋମୋ ଚଟଣି ମାଗିବାରୁ ଯୁବକଙ୍କୁ ଛୁରିରେ ଆକ୍ରମଣ…

3 years ago

ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ,୧୨ା୧(ସନାତନ ରାଉତ): ପାଟ୍ରୋଲିଂ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୫.୬ ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ…

3 years ago

କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ନୁହେଁ, ଏମିତି କିଛି ଲେଖା ହୋଇଛି; ଯାହାର ଭିଡିଓ ଦେଖିଲେ କରିବେ ପ୍ରଶଂସା

ସାଧାରଣତଃ ବାଇକ୍‌ ହେଉ ବା କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ଲେଖା ହୋଇଥିବାର ଦେଖାଯାଏ। କିନ୍ତୁ ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

3 years ago

ଆଜିଠାରୁ ୧୧ ଦିନର ସ୍ବତନ୍ତ୍ର ରୀତିନୀତି ଆରମ୍ଭ କରିବେ ମୋଦି: ଅଡ଼ିଓ ବାର୍ତ୍ତାରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଏକ ଅଡିଓ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଯୋଧ୍ୟାରେ ରାମ…

3 years ago

ଗଣ୍ଡାକୁ ଝୁଣି ଖାଉଥିଲେ ସିଂହପଲ, ହଠାତ୍‌ ପହଞ୍ଚିଗଲା ହାତୀ, ଆଉ ତା’ ପରେ…

ଜଙ୍ଗଲର ନିଜସ୍ବ ନିୟମ ଅଛି। ସେଠାରେ କେବଳ ଶକ୍ତିଶାଳୀ ପଶୁମାନଙ୍କ ରାଜ୍‌ ଚାଲେ। ଏହି କାରଣରୁ ସିଂହମାନଙ୍କ ଆଗରେ କେହି ଠିଆ ହେବାକୁ ସାହସ କରନ୍ତି ନାହିଁ।…

3 years ago