Home

ଦିଅରଙ୍କ ସହ ଷ୍ଟେଜ୍‌ରେ ଡ୍ୟାନ୍ସ କଲେ କନ୍ୟା, ବର ସାଜିଲେ ଦର୍ଶକ, ଭିଡିଓ ଉପରେ ଥରେ ପକାନ୍ତୁ ନଜର

ଜଣେ କନ୍ୟାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଦିଅରଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଡ୍ୟାନ୍ସ ଦେଖି…

3 years ago

୨୬/୧୧ ମୁମ୍ବାଇ ଆକ୍ରମଣ: ସାକ୍ଷୀ ଦେଇଥିଲି ବୋଲି ପଢିବାକୁ ମିଳି ନ ଥିଲା ସ୍କୁଲ

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ…

3 years ago

୨୬/୧୧ ମୁମ୍ବାଇ ଆକ୍ରମଣ: ଆଜିବି ଲିଭିନି କ୍ଷତିର ଦାଗ, ଭୁଶୁଡି ପଡିଥିଲା ମୁମ୍ବାଇର ଅର୍ଥନୀତି

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ…

3 years ago

ଧୂଳିରେ ଅତିଷ୍ଠ ସହରବାସୀ

ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ।…

3 years ago

ଅନିଶ୍ଚିତତାରେ ସୁବର୍ଣ୍ଣପୁର ନୂଆ ବସ୍‌ଷ୍ଟାଣ୍ଡ

ସୋନପୁର,୨୬।୧୧(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁରବାସୀଙ୍କ ବହୁ ପ୍ରତୀକ୍ଷିତ ନୂତନ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ଗତ ଅଗଷ୍ଟ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ…

3 years ago

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି

ଭବାନୀପାଟଣା,୨୬।୧୧(ଉତ୍ତମ କୁମାର ଦାଶ)ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି। ଜିଲାର ଜୁନାଗଡ଼ ବ୍ଲକ୍ର ଚିଚୈଗୁଡା, ବଲଧିଆମାଲ, ଚକୁଲି, ଧର୍ମଗଡ଼ ବ୍ଲକ ଜୟନ୍ତପୁର ଅଞ୍ଚଳରେ ବୁଣାକାରମାନଙ୍କ ଦ୍ୱାରା…

3 years ago

ଅନିଶ୍ଚିତତାରେ ପିଲାଙ୍କ ଭବିଷ୍ୟତ

ବିଶ୍ରା,୨୬ା୧୧( ବଟକୃଷ୍ଣ ସ୍ବାଇଁ)ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ସେବାଶ୍ରମ ଓ ଆଶ୍ରମ ଉଚ୍ଚବିଦ୍ୟାଳୟ ଖୋଲି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଶିକ୍ଷାର…

3 years ago

ନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବ

ରାଉରକେଲା,୨୬।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉଛି ଭାରତର ସର୍ବବୃହତ୍‌ ହକି ଷ୍ଟାଡିୟମ। ଏହି ଷ୍ଟାଡିୟମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ…

3 years ago

ଭାରରେ ଆଣିବାବେଳେ ଅଧା ବାଟରେ ପ୍ରସବ

ଦଶମନ୍ତପୁର,୨୬।୧୧ (ଅରବିନ୍ଦ ନାୟକ )କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା ଲୋରେଶ ଗ୍ରାମରେ ଶନିବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଉକ୍ତ…

3 years ago

ଜଳବାୟୁ ଓ ଯୁବଗୋଷ୍ଠୀ

ସାମ୍ପ୍ରତିକ ସମୟର ସର୍ବବୃହତ୍‌ ଆହାନକାରୀ ବୈଶ୍ୱିକ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ବିଶ୍ୱତାପନ ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଶିଳ୍ପ ବପ୍ଳବ ପରବର୍ତ୍ତୀ ସମୟରେ ଯେପରି କ୍ଷିପ୍ର ବେଗରେ…

3 years ago