ନୂଆଦିଲ୍ଲୀ,୧୩।୫: ରାଜସ୍ଥାନର ଝୁନୁଝୁନ୍ ଜିଲାର ଏକ ଖଣିରେ ହିନ୍ଦୁସ୍ତାନ କପର୍ ଲିମିଟେଡ୍ର ୧୪ ଜଣ ଅଧିକାରୀ ଏବଂ ସଦସ୍ୟମାନେ ୧୮୦୦ ଫୁଟ୍ ଗଭୀର ଖାଦାନରେ ଫସି ରହିଛନ୍ତି।…
ବିଷମ କଟକ,୧୫।୫(ବିଭୂତି ଭୂଷଣ ନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ…
ଖୋର୍ଦ୍ଧା,୧୫ା୫(ପ୍ରଭାତ ପାଣିଗ୍ରାହୀ):ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଭାଜପା ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରଜରାଜପୁର ଗ୍ରାମଠାରେ…
ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’ ବୁଢ଼ୀ…
ଭୁବନେଶ୍ୱର,୧୫ା୫(ଅନିଲ ଦାସ):କେଉଁ ଦଳର କିଏ ଏମ୍ପି ଓ ବିଧାୟକ ପ୍ରାର୍ଥୀ ଆମେ ତାଙ୍କ ନଁା ଜାଣିନୁ। ଚିହ୍ନ ଦେଖି ଭୋଟ ଦେଉଛୁ। ଏଥର ବି ଦେବୁ। ଆମକୁ…
ନୂଆଦିଲ୍ଲୀ, ୧୫ା୫:୧୧୦ ଦିନରେ ୨୦୦ ଥର ବିମାନ ଯାତ୍ରା କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବା ଏକ ହାଇ ପ୍ରୋଫାଇଲ ଚୋରକୁ ମଙ୍ଗଳବାର ଦିଲ୍ଲୀ ପୋଲିସ…
ରାୟପୁର,୧୫ା୫:ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ ୪ ରାଜ୍ୟ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଭାଜପା ଶାସିତ ଛତିଶଗଡ଼ ସରକାରର ବଡ଼ ଚାଲବାଜି ଧରାପଡ଼ିଛି। ଓଡ଼ିଶାରେ ସୋମବାର…
ଭୁବନେଶ୍ୱର,୧୪ା୫(ଅନିଲ ଦାସ)-ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମତଦାନ କେନ୍ଦ୍ରରୁ ଇଭିଏମ୍ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି। ସୋମବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ…