Home

ସଚିନ ତେନ୍ଦୁଲକର, ନରେନ୍ଦ୍ର ମୋଦି, ଧୋନି… ଟିମ ଇଣ୍ଡିଆ ହେଡ କୋଚ ପାଇଁ ଏମିତି ସବୁ ଆବେଦନ, ଚମକି ପଡିଲା ବିସିସିଆଇ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ବିସିସିଆଇ ୩୦୦୦ରୁ ଅଧିକ ଆବେଦନ ଗ୍ରହଣ କରିଛି। ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଏମଏସ…

2 years ago

ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଛେଣ୍ଡିପଦା,୨୮।୫: ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜନୈତିକ ଘଟଣାକୁ…

2 years ago

ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଛତ୍ରପୁର,୨୮।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ପ୍ରତି ୨ବର୍ଷକୁ ଥରେ ହେଉଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଜୁନ ୩୦ରେ…

2 years ago

୨ ମାସ ପର୍ଯ୍ୟନ୍ତ ବ୍ରଶ କରି ନ ଥିଲେ, ସବୁଠାରୁ ଖରାପ ସମୟକୁ ମନେପକାଇ ଭାବୁକ ହେଲେ ପନ୍ତ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର ତାରକା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ ପନ୍ତ…

2 years ago

୪ ଜୁନ ପରେ ଇଣ୍ଡିଆ ମେଣ୍ଟ ଉପରେ ହେବ ଆକ୍ରମଣ, ଏମିତି କାହିଁକି କହିଲେ ମନୋଜ

ପାଟନା,୨୮।୫: ସପ୍ତମ ପର୍ଯ୍ୟାୟ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଜୁନ ୧ ରେ ୮ଟି ରାଜ୍ୟର ୫୭ ଟି ଲୋକ ସଭା ଆସନରେ…

2 years ago

ବ୍ୟାଟେଲ ଅଫ ବାରାଣସୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ଫୌଜ, ମୁଖ୍ୟମନ୍ତ୍ରୀଙ୍କଠାରୁ ଷ୍ଟାର ପ୍ରଚାରକଙ୍କ ପର୍ଯ୍ୟନ୍ତ ଅସମ୍ଭବ ଭିଡ

ବାରାଣସୀ,୨୮।୫: ଏବେ ମହାଦେବଙ୍କ ସହର କାଶୀ (ବାରାଣାସୀ) ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ଆପଣ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତାମାନଙ୍କୁ ଏଠାରେ ରାଜ୍ୟ…

2 years ago

‘୮୦୦୦ଟଙ୍କାର ଟି-ସାର୍ଟ ପିନ୍ଧି ଗରିବଙ୍କ ମଜା ଉଡାଉଛ’, ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୨୮।୫: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀଙ୍କୁ ଘୂର୍ଣ୍ଣିବାତ୍ୟା ରେମଲ ରିଲିଫ ଶିବିର ଗସ୍ତ ସମୟରେ ୮ହଜାର ଟଙ୍କା ମୂଲ୍ୟର…

2 years ago

ରାମ ରହିମଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି

ପଞ୍ଚକୁଲା,୨୮।୫: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି…

2 years ago

ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ

ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ…

2 years ago

୪୦୦ ଆସନ କାହିଁକି ଚାହୁଁଛି ଭାଜପା? ଥରୁର କଲେ ବଡ ଦାବି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ୨୦୨୪ର ଛଅଟି ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ସମସ୍ତ ଦଳ ଅନ୍ତିମ ଅର୍ଥାତ୍‌ ସପ୍ତମ ପର୍ଯ୍ୟାୟ ନିର୍ବାଚନର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।…

2 years ago