Home

ବାର୍‌ହା ଭାବି ସମ୍ପର୍କୀୟ ଶ୍ୱଶୁରଙ୍କୁ ଗୁଳି

ବଇଣ୍ଡା,୫ା୮(ପରିକ୍ଷିତ ସାହୁ):ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ। ଛତୁ ତୋଳିସାରି ବୁଦା ଭିତରୁ ବାହାରି ଆସୁଥିବା ସମ୍ପର୍କୀୟ ଶ୍ୱଶୁରଙ୍କୁ ବାର୍‌ହା ଭାବି ଗୁଳି ଚଳାଇଛନ୍ତି…

2 years ago

ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ…

2 years ago

ଫେଲ୍‌ ମାରିଲା ଟିମ୍‌ଇଣ୍ଡିଆର ବ୍ୟାଟିଂ ଲାଇନ୍‌: ଶ୍ରୀଲଙ୍କା ବିଜୟୀ

କଲମ୍ବୋ, ୪ା୮: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ୩୨ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦…

2 years ago

ଆସନ୍ତା ୨ ଦିନରେ ବଦଳିବ ପାଗ

ଭୁବନେଶ୍ୱର,୪।୮:ରାଜ୍ୟରେ ୨ଦିନ ଧରି ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ ୨ଦିନରେ ପାଗ ବଦଳିବ। ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର…

2 years ago

ଅଯୋଧ୍ୟା ବଳାତ୍କାର ଘଟଣାକୁ ନେଇ ଲକ୍ଷ୍ନୌରେ ଭାଜପା ନେତା ଲଗାଇଲେ ହୋର୍ଡିଂ

ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଅଯୋଧ୍ୟା ଗ୍ୟାଙ୍ଗରେପ ମାମଲାକୁ ନେଇ ୟୁପି ରାଜନୀତି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପ୍ରତିଦିନ ନେତାଙ୍କ ବିବୃତ୍ତି ସାମ୍ନାକୁ ଆସୁୁଛି। ଏହି ସମୟରେ ରାଜଧାନୀ…

2 years ago

ନୋବେଲ ବିଜେତାଙ୍କ ଚେତାବନୀ, ଭାରତ ପର୍ଯ୍ୟନ୍ତ ବ୍ୟାପିବ ବାଂଲାଦେଶ ହିଂସା

ଢାକା/ନୂଆଦିଲ୍ଲୀ,୪।୮: ନୋବେଲ ବିଜେତା ତଥା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ବ୍ୟାପିଥିବା ହିଂସା ପଡୋଶୀ ଦେଶ (ଭାରତ) କୁ ମଧ୍ୟ…

2 years ago

ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ନୋଭାକ ଜୋକୋଭିକ

ପ୍ୟାରିସ,୪।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୋଭାକ ଜୋକୋଭିକ ପୁରୁଷ ଟେନିସ ସିଙ୍ଗଲ ଫାଇନାଲରେ କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୋକୋଭିକ ଅଲକାରାଜଙ୍କୁ ସିଧାସଳଖ…

2 years ago

ମେଟଲ୍‌ ମିଟ୍‌ ୨୦୨୪: ସିନିୟର ବିଭାଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୪ା୮(ଅସମାପିକା ସାହୁ) ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ‘ମେଟଲ୍‌…

2 years ago

ବିବାହର ପ୍ରଥମ ରାତିରେ କାନ୍ଦିଥିଲେ ଶାହରୁଖ: ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ…

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡର ସବୁଠାରୁ ଧନୀ ଅଭିନେତା ହେବା ବ୍ୟତୀତ ସେ ଅନ୍ୟତମ ଲୋକପ୍ରିୟ ଅଭିନେତା ମଧ୍ୟ…

2 years ago

ଏହି ରାଜ୍ୟରେ ବାହାର ରାଜ୍ୟର ଲୋକଙ୍କୁ ମିଳିବ ନାହିଁ ସରକାରୀ ଚାକିରି!

ଗୁଆହାଟୀ,୪।୮: ଆସାମର ରାଜଧାନୀ ଗୁଆହାଟୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୪ ଅଗଷ୍ଟ)ରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର…

2 years ago