ଗୁଆହାଟୀ,୧୫।୭:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିୟମ ନୋଟିସ ହେବାର ଚାରି ମାସ…
ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ…
ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିସହ ପୋଲର…
ପୁରୀ,୧୫ା୭: ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ୍ ଚାବି ନେଇ ମିଛ କଥା…
ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ…
ପାଟନା,୧୫।୭: ଚଳିତ ବର୍ଷ ଶେଷ ସୁଦ୍ଧା ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ଜନତନ୍ତ୍ର ମୋର୍ଚ୍ଚା (ବିଜେଏମ୍) ମୁଖ୍ୟ ତଥା…
ପ୍ୟାରିସ,୧୫।୭: ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବ। କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସମସ୍ତେ ଉତ୍ସାହିତ ଦେଖାଯାନ୍ତି। ଉତ୍ସାହିତ ଲୋକଙ୍କ…
ନୂଆଦିଲ୍ଲୀ,୧୫ା୭: ନିଟ୍ ପେପର ଲିକ୍ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଆବେଦନକୁ ହସ୍ତାନ୍ତର କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁମାନେ ହାଇକୋର୍ଟରେ…
ନୂଆଦିଲ୍ଲୀ,୧୫।୭: ଘରୋଇ ଟେଲିକମ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନ୍ଗୁଡ଼ିକୁ ୫ ପ୍ରତିଶତ ମହଙ୍ଗା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବିଏସ୍ଏନ୍ଏଲ୍କୁ ମନେ ପକାଇଛନ୍ତି। ବେସରକାରୀ…
ନୂଆଦିଲ୍ଲୀ,୧୫ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଆମ ଆଦ୍ମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛି। ପ୍ରଥମେ ସୁପ୍ରିମକୋର୍ଟରେ ଶୁଣାଣି…