Home

ଗାନ୍ଧୀ ମାର୍ଗରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଭୁବନେଶ୍ୱର,୬।୮(ଅନିଲ ଦାସ):ଚଳିତବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ…

2 years ago

ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କଲା ବ୍ରିଟେନ, ଶାନ୍ତି ସ୍ଥାପନ ପାଇଁ କଲା ଅପିଲ

ଲଣ୍ଡନ,୬।୮: ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ଉପରେ ବ୍ରିଟେନ ଗଭୀର ଚିନ୍ତା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦେଶ ଛାଡିବା…

2 years ago

ବିନୋଦ କାମ୍ବଲିଙ୍କ ଚମକାଇବା ଭଳି ଭିଡିଓ, ଚାଲିପାରୁ ନାହାଁନ୍ତି ସଚିନଙ୍କ ବନ୍ଧୁ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଖେଳାଳି ଏକଦା ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ଭଲ…

2 years ago

ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଦେଲେ ବଡ଼ ଅଫର୍‌

ପାଟନା,୬।୮: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ଦଳ ଏହା ପାଇଁ କଠିନ ପରିଶ୍ରମ କରିସାରିଛନ୍ତି। ଜନ ସୁରଜର ପ୍ରତିଷ୍ଠାତା ତଥା ନିର୍ବାାଚନ…

2 years ago

ମେଡିକାଲ କର୍ମଚାରୀଙ୍କୁ ମାଡ଼, ଥାନାରେ ମାମଲା ରୁଜୁ

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପେରଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି…

2 years ago

କ୍ୟାନସର ଚିକିତ୍ସା ହେବ ମାଗଣା

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶରେ କର୍କଟ ରୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଏଠାରେ ସମସ୍ତ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ସରକାର ଘୋଷଣା…

2 years ago

ଗମ୍ଭୀର ଜଣେ ୧୨ ବର୍ଷର ଶିଶୁପରି…ପିଲାଦିନର କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି-୨୦…

2 years ago

ସିମେଣ୍ଟ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଜଣେ ମୃତ, ୬ ଆହତ

ମୁମ୍ବାଇ,୬।୮: ମହାରାଷ୍ଟ୍ରର ନାଗପୁରର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ସେଠାରେ ୬ଜଣ ଆହତ ହୋଇଛନ୍ତି। ସକାଳ ୩ଟାରେ ନାଗପୁର…

2 years ago

ଭାଜପାର ମାଷ୍ଟର ଷ୍ଟ୍ରୋକ, ମଇଦାନକୁ ଓହ୍ଲାଇଲେ ଧୁରନ୍ଧର

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ସମସ୍ତ ଶକ୍ତି ଲଗାଇଛି। ଉପ-ନିର୍ବାଚନରେ ଦଳର ବରିଷ୍ଠ ନେତାମାନେ…

2 years ago

ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ

ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ…

2 years ago