Home

ପାରାଦୀପରେ ହଇଚଇ: ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାବିକ

ପାରାଦୀପ, ୧୪।୫(ଶରତ ରାଉତ):ପାରାଦୀପ ବନ୍ଦର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ…

1 year ago

ଆଜି ରାଜ୍ୟ କ୍ୟାବିନେଟ୍‌: ୮ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧୪ା୫(ସୁନିତ୍‌ ମିଶ୍ର):ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। କ୍ୟାବିେନେଟ୍‌ରେ ମୋଟ…

1 year ago

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ଏସବୁ ଜିଲାକୁ ୟେଲୋ ଓ୍ବାନିଂ

ଭୁବନେଶ୍ୱର, ୧୪।୫(ଅନୁରାଧା ମହାରଣା):ରାଜ୍ୟରେ ଅସମ୍ଭାଳ ଖରା ସହ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ପ୍ରଭାବ…

1 year ago

ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ

ଥୁଆମୂଳ ରାମପୁର,୧୪।୫(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା…

1 year ago

କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ

ଥୁଆମୂଳ ରାମପୁର,୧୪ା୫ (ଦୁର୍ଗା କୀର୍ତ୍ତି)- କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଖଜୁରୀଗଛ ଭାଙ୍ଗିପଡିଥିଲା।…

1 year ago

ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ: ବେପାରୀ ନିର୍ଦ୍ଧାରଣ କରୁଛନ୍ତି ମୂଲ୍ୟ

ପଦ୍ମପୁର,୧୪ା୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ। କୃଷି ପାଇଁ ସ୍ଥାୟୀ ଜଳସେଚନ କିମ୍ବା କୌଣସି କଳକାରଖାନା ନ ଥିବା ବେଳେ ଏହି…

1 year ago

ଆଜିଠୁ ଧାନକିଣା, ଚାଷୀଙ୍କୁ ଟୋକନ୍‌ ଅଡୁଆ

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଧାନ ସଂଗ୍ରହ ପାଇଁ ଏଥର ଜିଲାର ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର…

1 year ago

ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

1 year ago

CBSE Result: ଦଶମରେ କୋରାପୁଟ ଜିଲା ଟପ୍ପର ହେଲେ ପ୍ରତୀକ ସାହୁ

କୋରାପୁଟ,୧୩।୫(ଅମିତାଭ ବେହେରା): ମଙ୍ଗଳବାର ଘୋଷିତ ସିବିଏସ୍‌ଇ ୧୦ମ ପରୀକ୍ଷାରେ କୋରାପୁଟ ଜିଲା ଟପ୍ପର ହୋଇଛନ୍ତି ପ୍ରତୀକ ସାହୁ। ସେ ହେଲେ ପିତା ହେଉଛନ୍ତି ସଚ୍ଚିଦାନନ୍ଦ ସାହୁ ଓ…

1 year ago

ପାକିସ୍ତାନ ଉପରେ ରାଗିଲା ଚାଇନା, ଆଗକୁ ଆଉକିଛି ଦିଆଯିବ ନାହିଁ!

ବେଜିଂ/ଇସଲାମାବାଦ, ୧୩।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଘଟିଥିବା ଯୁଦ୍ଧବିରତି ଚୁକ୍ତିକୁ ନେଇ ଚାଇନା ପାକିସ୍ତାନ ସହ ଅସନ୍ତୁଷ୍ଟ ଥିବା ନେଇ କିଛି ରିପୋର୍ଟରେ ଦାବି…

1 year ago