Home

ପ୍ରଚଣ୍ଡ ରାଗ, ରାଜା ରଘୁବଂଶୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଅନ କ୍ୟାମେରା ମାରିଲେ ଚାପୁଡା, ଭିଡିଓ ଆସିଲା ସାମ୍ନାକୁ

ଇନ୍ଦୋର,୧୧।୬: ମଙ୍ଗଳବାର ରାତିରେ ଇନ୍ଦୋରର ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ…

1 year ago

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନ ସ୍ଥଗିତ: ସାମ୍ନାକୁ ଆସିଲା ବଡ଼ କାରଣ

ଫ୍ଲୋରିଡା,୧୧।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ମହାକାଶ ‘ଆକ୍ସିଓମ୍‌-୪’ ମିଶନର ଲଞ୍ଚତ୍ଂ’ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହି ମିଶନ…

1 year ago

ପୁଣି ଦାଉ ସାଧିଲା ବର୍ଷା, ଧାନକିଣା ବାଧାପ୍ରାପ୍ତ

ଭବାନୀପାଟଣା,୧୧ା୬ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଜିଲାରେ ଧାନ କିଣା ପ୍ରଭାବିତ…

1 year ago

‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ

ମୁମ୍ବାଇ: ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ମାଲିକ’ ଆସନ୍ତା ଜୁଲାଇ ୧୧ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ରାଜକୁମାର ଗ୍ୟାଙ୍ଗଷ୍ଟର ଭୂମିକାରେ ନଜରକୁ ଆସିବେ। ମଙ୍ଗଳବାର ‘ମାଲିକ’…

1 year ago

କ୍ଷତିପୂରଣରୁ ବାଦ୍‌, ବଢ଼ିଲା ଚାଷୀ ଅସନ୍ତୋଷ: ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ

ବରଗଡ଼, ୧୧।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁନ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରବି ଧାନ ଅମଳ ଓ…

1 year ago

୪୯୯ ଦିନରେ ବିଶ୍ବ ଭ୍ରମଣ

ୱାଶିଂଟନ୍‌: ଗ୍ରୀକ୍‌-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍‌ ଜେର୍‌ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ…

1 year ago

ଭାରତର ଜନସଂଖ୍ୟା ୧୪୬ କୋଟି

ନୂଆଦିଲ୍ଲୀ,୧୧ା୬(ପି.ଟି.): ଭାରତର ଜନସଂଖ୍ୟା ୨୦୨୫ରେ ୧୪୬ କୋଟିରେ ପହଞ୍ଚତ୍ବାକୁ ଯାଉଥିବା ଆକଳନ କରାଯାଇଛି, ଯାହାକି ବିଶ୍ୱରେ ସର୍ବାଧିକ। ଜାତିସଂଘ ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶର ମୋଟ…

1 year ago

ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରୁଛନ୍ତି ମହାପ୍ରଭୁ: ଘଣ୍ଟନାଦରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୧୧।୬(ଅଜିତ ମହାନ୍ତି): ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବୁଧବାର ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି। ଏଥିପାଇଁ ସ୍ନାନବେଦି…

1 year ago

୪ ମାସ ହେବ ଥିଲେ ନିଖୋଜ, ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆପଡ଼ା,୧୧ା୬(ମକାରୁ ବେମାଲ):ନୂଆପଡ଼ା ସଦର ଥାନା କେରମେଲି ଗାଁ ପାଟିଡଙ୍ଗର କଛା ଜଙ୍ଗଲ ଭିତରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଜବତ କରିଛି। ସେ…

1 year ago

ଭୟଙ୍କର ଦୁର୍ଘଟଣାରେ ଚୁରମାର୍‌ ହୋଇଗଲା କାର୍‌, ତଥାପି ନିଦରୁ ଉଠିଲେ ନାହିଁ ଚାଳକ, Video ଦେଖିଲେ…

ସୋସିଆଲ ମିଡିଆ ବେଶ ଅଜବ। ଏଥିରେ ପ୍ରତିଦିନ କିଛି ନା କିଛି ଅବିଶ୍ୱସନୀୟ ଦେଖିବାକୁ ମିଳିଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ହୋସ୍‌ ଉଡାଇ…

1 year ago