Home

ରାଜନୀତିରେ ହଇଚଇ: ବାଂଲାଦେଶର ପୂରଣ ହେଲା ଇଚ୍ଛା, ମୋଦିଙ୍କୁ ଭେଟିଲେ ମହମ୍ମଦ ୟୁନୁସ, ଜାଣନ୍ତୁ…

ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ BIMSTEC ଶିଖର ସମ୍ମିଳନୀ ସମୟରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଭେଟିଥିଲେ। ଶେଖ ହାସିନାଙ୍କ…

1 year ago

ହୁମ୍ମା ସାପ୍ତାହିକ ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର: ଜିଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ

ଛତ୍ରପୁର,୪ା୪: ଛତ୍ରପୁର ଉପକଣ୍ଠ ହୁମ୍ମାଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ହୁମ୍ମା ପଞ୍ଚାୟତ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ…

1 year ago

ରାଗିଯାଇ ଅଜିଙ୍କ୍ୟ ରାହାଣେଙ୍କ କିଟ୍‌ ବ୍ୟାଗକୁ ଗୋଇଠା ମାରିଥିଲେ ଯଶସ୍ବୀ ଜୟସଓ୍ବାଲ? ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୫ ମଧ୍ୟରେ, ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେତେବେଳେ ଜଣାପଡିଲା ଯେ ଯଶସ୍ବୀ ଜୟସୱାଲ ମୁମ୍ବାଇ ଦଳ ଛାଡି ଘରୋଇ ଟୁର୍ଣ୍ଣାମେଣ୍ଟରେ ଗୋଆ…

1 year ago

ଭାଙ୍ଗିଲା ମେଘନାଦ ପାଚେରିରେ ଥିବା ମଗରମୁଣ୍ଡ

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏକ ଭାବାବେଗ ଜଡ଼ିତ ରହିଛି। ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି…

1 year ago

ପଛରେ ଛାଡିଦେଇ ଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି, ଜାଣନ୍ତୁ ମନୋଜ କୁମାରଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ମନୋଜ କୁମାର ଚୀର ଦିନ ପାଇଁ ବିଦାୟ ନେଇଛନ୍ତି। ସେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ…

1 year ago

ଗାଜା ଉପରେ ପୁଣି ଇସ୍ରାଏଲର ବିମାନ ଆକ୍ରମଣ, ମହିଳା ଶିଶୁ ସମେତ ୩୩ ନିହତ

ଜେରୁଜେଲମ,୪।୪: ଗୁରୁବାର ଇସ୍ରାଏଲୀ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ପ୍ରବଳ ବୋମାମାଡ଼ କରିଥିଲା, ଯେଉଁଥିରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଉତ୍ତର…

1 year ago

ଓ୍ବକଫ ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ,୪।୪: ଲୋକ ସଭା ପରେ, ରାଜ୍ୟ ସଭାରେ ମଧ୍ୟ ୱକଫ ସଂଶୋଧନ ବିଲ୍‌ ଗୃହୀତ ହୋଇଥିଲା। ତଥାପି, କଂଗ୍ରେସ ଏହି ବିଲ୍‌କୁ ବିରୋଧ କରିଛି। କଂଗ୍ରେସ କହିଛି…

1 year ago

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ

ତିହିଡ଼ି,୪ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହକୁ ଏକ ପୋଖରୀରୁ ଗୁରୁବାର ରାତିରେ ଉଦ୍ଧାର କରାଯାଇଛି।…

1 year ago

ୱକଫ ସଂଶୋଧନ ବିଲ୍‌ ଗୃହୀତ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଦେଲେ ଏମିତି

ନୂଆଦିଲ୍ଲୀ,୪।୪: ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ସାମାଜିକ-ଆର୍ଥିକ ନ୍ୟାୟ, ସ୍ବଚ୍ଛତା ଏବଂ…

1 year ago

ଜଳିଗଲା ୭ ଏକର ଜଙ୍ଗଲ ଜମି

ନିରାକାରପୁର,୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ରାମେଶ୍ୱରଠାରେ ଥିବା ଜଙ୍ଗଲ ଜମିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୭ ଏକର ଜମି ଜଳି ପୋଡ଼ି…

1 year ago