Home

ଭୂକମ୍ପ ଯୋଗୁ ଆଫଗାନିସ୍ତାନରେ ହାହାକାର, ୫ଶହରୁ ଅଧିକ ହେଲାଣି ମୃତ୍ୟୁସଂଖ୍ୟା

କାବୁଲ,୧।୯: ଆଫଗାନିସ୍ତାନରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର (୩୧ ଅଗଷ୍ଟ) ରାତିରେ ହୋଇଥିବା ଭୂକମ୍ପ ଯୋଗୁ ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି।…

1 year ago

ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲ ସାମ୍ନାରେ ଧାରଣା ଦେଲେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ

ତିହିଡ଼ି,୧ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତସ୍ଥିତ ବାସୁଳି ନୋଡାଲ ହାଇସ୍କୁଲର ଛାତ୍ରୀଛାତ୍ର, ଅଭିଭାବକଙ୍କ ସମେତ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସୋମବାର…

1 year ago

୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ ସମ୍ମିଳନୀରେ ଯୋଗଦେବେ। ଏହି…

1 year ago

ଏତେ ବର୍ଷ ପରେ ସତ ଆସିଲା ସାମ୍ନାକୁ, କାହିଁକି ୟୁକ୍ରେନ ସହ ହେଉଛି ଯୁଦ୍ଧ? ଅସଲ କାରଣ ଖୋଲି କହିଲେ ପୁଟିନ

ବେଜିଂ,୧।୯: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ୨୦୨୫ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପାଶ୍ଚାତ୍ୟ ଦେଶମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ…

1 year ago

ଅଧରାତିରେ ସ୍ବାମୀଙ୍କୁ ଘରେ ବନ୍ଦ କରି ଦିଅରଙ୍କ ରୁମ୍‌କୁ ଗଲେ ଭାଉଜ: ଘଟାଇଲେ ଏମିତି କାଣ୍ଡ

ପାଟନା,୧।୯: ବିହାରର ପାଟନାର ଫୁଲୱାରିଫରେ ଜଣେ ଯୁବକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାତିରେ ଯୁବକଙ୍କୁ ତାଙ୍କ ଭାଉଜ ହତ୍ୟା କରିଥିଲେ। ତା’ପରେ ସେ ଘଟଣାସ୍ଥଳରୁ…

1 year ago

ଚାଇନାରେ SCOର ଅର୍ଥ ବୁଝାଇଲେ ମୋଦି

ତିଆନଜିନ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତର ଚିନ୍ତାଧାରା ଏବଂ ନୀତି ଉଲ୍ଲେଖ କରିଥିଲେ। ସେ କହିଥିଲେ…

1 year ago

ନୂଆ ବ୍ଲକ୍‌ ଗଠନ ନେଇ ଦାବି ଦୋହରାଇଲେ ଅଞ୍ଚଳବାସୀ, ସରକାରୀ ପଦକ୍ଷେପ ନ ନେବାରୁ…

ଦାରିଙ୍ଗବାଡ଼ି,୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ୮ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରାଯିବା ଦାବି ଅଞ୍ଚଳବାସୀ ପୁଣି ଦୋହରାଇଛନ୍ତି। ଦୀର୍ଘ ୪…

1 year ago

ସରକାରୀ ଜମି ଜବରଦଖଲ, ନ୍ୟାୟ ନ ମିଳିଲେ ଗ୍ରାମବାସୀ…

ମହାକାଳପଡ଼ା, ୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସି ପଞ୍ଚାୟତ ହରିଆବାଙ୍କ ଗ୍ରାମର ସରକାରୀ ଜମି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଥିଲା। ଏହି…

1 year ago

SCO ବୈଠକରେ ମୋଦିଙ୍କ ସାମ୍ନାରେ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲେ ଜିନପିଙ୍ଗ

ବେଜିଂ,୧।୯: ସୋମବାର (ସେପ୍ଟେମ୍ବର ୧) ତିଆନଜିନରେ ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ୨୦୨୫ର ଉଦଘାଟନୀ ଅଧିବେଶନରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

1 year ago

ତୁମେ ବହୁତ ବଡ଼ ଲୋକ, କେହି ତୁମକୁ ଛୁଇଁ ପାରିବେ ନାହିଁ: ବିମାନବନ୍ଦରରେ କାହାକୁ ଏମିତି କହିଲେ ରୋହିତ ଶର୍ମା

ମୁମ୍ବାଇ,୧।୯: ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ କରି ମୁମ୍ବାଇ ଫେରିଛନ୍ତି। BCCIର ସେଣ୍ଟର ଅଫ ଏକ୍ସଲେନ୍ସରେ ତାଙ୍କର ୟୋ-ୟୋ ପରୀକ୍ଷା…

1 year ago