Home

‘କବୀର ସିଂ’କୁ ପଛରେ ପକାଇଲା ହ୍ରିତିକଙ୍କ ‘ସୁପର ୩୦’

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ…

7 years ago

ସ୍କୁଲ ଯାତାୟାତରେ ଅସୁବିଧା : ଗେଟ୍‌ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀଛାତ୍ର

କାଳିଆପାଣି,୧୫।୭(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ସ୍କୁଲକୁ ଯାତାୟାତ କରିବାରେ ଅସୁବିଧା ଯୋଗୁ ଛାତ୍ରୀଛାତ୍ର ଇମ୍ଫା କମ୍ପାନୀ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। ସୂଚନା…

7 years ago

ଦିଲ୍ଲୀର ୩୧ ସରକାରୀ ସ୍କୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହେବ ନାମିତ

ନୂଆଦିଲ୍ଲୀ, ୧୫।୭: ଦିଲ୍ଲୀ ମ୍ୟୁନିସପାଲିଟି ଦ୍ୱାରା ପରିଚାଳିତ ୩୧ଟି ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ସ୍କୁଲଗୁଡ଼ିକୁ…

7 years ago

ଜାଡେଜାଙ୍କୁ ପ୍ରଶଂସା କଲେ ଜାମନଗର ମହାରାଜ

ଜାମନଗର, ୧୫।୭: ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ୭୭ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତ…

7 years ago

ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜମନକିରା,୧୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା ଏକ…

7 years ago

ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ବାହାନଗା,୧୫।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା ବାଡ଼ି…

7 years ago

ସାକ୍ଷୀ-ଅଜିନେଶ୍‌ଙ୍କୁ ମିଳିବ ପୋଲିସ ସୁରକ୍ଷା: ହାଇକୋର୍ଟ ଦେଲେ ଆଦେଶ

ଲକ୍ଷ୍ନୌ,୧୫।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ  ଏବଂ ତାଙ୍କ ସ୍ବାମୀଙ୍କୁ ଏଣିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ। ସୋମବାର ଆହ୍ଲାବାଦ୍‌ ହାଇକୋର୍ଟ ଏହି…

7 years ago

ଭାଜପା ବିଧାୟକଙ୍କ ବିବାଦୀୟ ବୟାନ: ୫୦ ମହିଳାଙ୍କୁ ରଖିଲେ ଜନ୍ମନେବେ ୧୦୫୦ ଶିଶୁ

ବଲିଆ,୧୫।୭: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଆର ଭାଜପା ବିଧାୟକ ସୁରେନ୍ଦ୍ର ସିଂହ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ଏଥର ସେ ମୁସଲିମ…

7 years ago

ଫୁଟବଲ ପ୍ରଶିକ୍ଷଣ ଯୋଗୁ ୮ ପଞ୍ଚାୟତର ୨୦ ଗାଁରେ ହେଉନି ଏବେ ବାଲ୍ୟବିବାହ

ରାଞ୍ଚି,୧୫।୭: ଝାଡ଼ଖଣ୍ଡର ୮ଟି ପଞ୍ଚାୟତର ୨୦ ଗାଁରେ ଏବେ ବାଲ୍ୟ ବିବାହ ବନ୍ଦ ହୋଇଯାଇଛି। ଜନଜାତି ଅଧ୍ୟ୍ୟୁଷିତ ଏହି ଗାଁଗୁଡ଼ିକରେ କମ୍‌ ବୟସର ଝିଅପୁଅଙ୍କୁ ବିବାହ କରି…

7 years ago

୨୪୦ ଚକା ବିଶିଷ୍ଟ ଟ୍ରକ୍‌ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍‌ଙ୍କ ସୁପରୟାଚ୍‌: ଦାମ୍‌ ୩୧୫ କୋଟି

ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍‌ଙ୍କ ସୁପରୟାଚ୍‌ ସ୍ଥାନୀୟ ଜିଙ୍ଗଲୋଗ୍‌ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍‌ ଦ୍ୱାରା ବୁହାହୋଇ…

7 years ago