Home

ଝିଅ ବିବାହ ଟ୍ରେଣ୍ଡ୍‌ରେ ବାପା: QR କୋଡ୍‌ ଧରି ବୁଲିଲେ, ଭାଇରାଲ୍‌ ହେଉଛି Video

ଥିରୁଭାନନ୍ତପୁରମ୍‌,୧।୧୧: କେରଳର ଏକ ବିବାହ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହା ମହଙ୍ଗା ସ୍ଥାନ କିମ୍ବା ପୋଷାକ ନୁହେଁ ବରଂ କନ୍ୟା ପିତାଙ୍କ ଅନନ୍ୟ…

12 months ago

ନୂଆପଡ଼ା: ଏବେ ବି ନାହିଁ ନେଟ୍‌ୱର୍କ

ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ…

12 months ago

ଆଜିଠାରୁ ଖୋଲିବ ‘ସୁଭଦ୍ରା’ ପୋର୍ଟାଲ: ଏହିମାନେ କରିପାରିବେ ଆବେଦନ

ଭୁବନେଶ୍ୱର,୧ା୧୧(ସୁଚିସ୍ମିତା ସାହୁ):‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର ୧ ଶନିବାରଠାରୁ ପୋର୍ଟାଲ ଖୋଲିବ। ଏହି ପୋର୍ଟାଲ ମାଧ୍ୟମରେ ୨୦ ବର୍ଷ ପୂରି ୨୧ ଚାଲୁଥିବା…

12 months ago

ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା

ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି।…

12 months ago

ନିଆରା ଢଙ୍ଗରେ ପ୍ରାର୍ଥୀଙ୍କ ଭୋଟ ପ୍ରଚାର: କିଏ ଧାନ ଅମଳ ତ, ଆଉ କିଏ ବଜାଉଛନ୍ତି ବଂଶୀ

ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପ୍ରମୁଖ ଦଳ ଜୋର୍‌ଦାର କରିଛନ୍ତି। ଭାଜପା, ବିଜେଡି ଓ କଂଗ୍ରେସର ହେଭିୱେଟ୍‌ ନେତା ଓ ଷ୍ଟାର ପ୍ରଚାରକ…

12 months ago

ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିକଳ ଚିତ୍ର: ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ କୋଠରୀରେ ଚିକିତ୍ସା, ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଓ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ରୂପାନ୍ତର କରିବା ସହ ଆମ ସ୍ବାସ୍ଥ୍ୟକେନ୍ଦ୍ର…

12 months ago

ଆଜିଠୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୧: ନଭେମ୍ବର ୨୦୨୫ ଆରମ୍ଭ ହେବା ସହିତ, ଆଜିଠାରୁ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଏହାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ…

12 months ago

ଆଜିଠାରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତି ପ୍ରଚଳନ: ଜାଣନ୍ତୁ ଏହା କ’ଣ

ଭୁବନେଶ୍ୱର,୧ା୧୧(ରବିନାରାୟଣ ଜେନା):କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ବାଟମାରଣା ହେବନାହିଁ ଏବଂ ଅର୍ଥ ଠିକଣା ବାଟରେ ଖର୍ଚ୍ଚ ହେବ ତାହାକୁ ନେଇ କେନ୍ଦ୍ର ଓ ରାଜ୍ୟ…

12 months ago

ମିଳିଲାନି ଚାରିକାନ୍ଧ, ପରିବାରଲୋକେ ଗ୍ରହଣ କଲେନି, ଶେଷରେ…

ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ଜାତିପ୍ରଥା ଭଳି କୁସଂସ୍କାର ଏବେ ବି ରହିଛି। ଶୁକ୍ରବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ନିକଟ ବଗର୍ତ୍ତୀଟିକ୍ରା ଗ୍ରାମରେ ଏଭଳି ଏକ…

12 months ago

ବରଗଡ଼ରେ ମାତିଛନ୍ତି ଚୋର, ରାତିରେ ସ୍କୁଲରୁ ଚୋରି କରି ନେଲେ…

ବରଗଡ଼, ୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଦିନକୁ ଦିନ ଚୋରି, ଲୁଟପାଟ୍ ଆଦି ଅପରାଧ ବଢି ଚାଲିଛି। ଗୁରୁବାର ରାତିରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସରରୁ…

12 months ago