Home

ଆମେରିକାରେ ସ୍ତ୍ରୀ, ପୁଅଙ୍କୁ ହତ୍ୟା ପରେ ଭାରତୀୟ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଓ୍ବାଶିଂଟନ,୩୦ା୪:ଆମେରିକାରେ ରହୁଥିବା ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗୀ ହର୍ଷବର୍ଦ୍ଧନ ଏସ୍‌. କିକ୍କେରି ନିଜ ଘରେ ସ୍ତ୍ରୀ ଶ୍ୱେତା ପନ୍ୟମ ଓ ୧୪ ବର୍ଷର ପୁଅଙ୍କୁ ଗୁଳିକରି ହତ୍ୟା କରିବା…

11 months ago

ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍‌ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର

ବେଜିଂ:ଅଧ୍ୟୟନରେ ପାରଙ୍ଗମ ଥିବା ଚାଇନାର ଫେଇ ୟୁ (୨୪)ମାଷ୍ଟର ଡିଗ୍ରୀ ପଢ଼ା ଅଧାରୁ ଛାଡ଼ି ଷ୍ଟ୍ରିଟ୍‌ ଫୁଡ୍‌ଷ୍ଟଲ୍‌ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଗରିବ ପରିବାରରୁ ଆସିଥିବା…

11 months ago

ସୁନାମି ପାଇଁ ୬ ଜିଲାରୁ ଚିହ୍ନଟ ହେବ ୧୦୦ରୁ ଊଦ୍ଧର୍‌ବ ଗାଁ

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲାରୁ ୧୦୦ରୁ ଊଦ୍ଧର୍‌ବ ଗ୍ରାମ ଚିହ୍ନଟ କରାଯିବ। ଏଥିପାଇଁ ଆଇ୍‌ଏନ୍‌ସିିଓଆଇଏସ୍‌ ପକ୍ଷରୁ…

11 months ago

୨୦୨୬ ସୁଦ୍ଧା ମିଳିମିଳା-ରୁବେଲାମୁକ୍ତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୩୦।୪(ବନ୍ଦନା ସେଠୀ):୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ। ସେହିପରି ଟିକାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ…

11 months ago

ସୁରକ୍ଷା ଦୃଷ୍ଟିରୁ ସ୍ପାଏଓ୍ବେର ବ୍ୟବହାର ଭୁଲ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୪:ଦେଶର ସୁରକ୍ଷା ଉଦ୍ଦେଶ୍ୟରେ ସ୍ପାଏଓ୍ବେର ବ୍ୟବହାର କରାଗଲେ କିଛି ଭୁଲ୍‌ ନାହିଁ, ତେବେ ସିଭିଲ୍‌ ସୋସାଇଟି ସଦସ୍ୟମାନଙ୍କର ପ୍ରିଭେସି ଅଧିକାର ରହିଛି, ଯାହା ସମ୍ବିଧାନ ଦ୍ୱାରା ସୁରକ୍ଷିତ…

11 months ago

ଫେଡେରେଶନ୍‌ କପ୍‌ ସିନିୟର କବାଡ଼ି ପ୍ରତିଯୋଗିତା ପାଇଁ ଟେକ୍ନିସିଆନ୍‌ ଅଫିସିଆଲଙ୍କ ନାମ ଘୋଷଣା: ଓଡ଼ିଶାରୁ ରଞ୍ଜିତା ମିଶ୍ର ମନୋନୀତ

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ମହାରାଷ୍ଟ୍ର ଅମରାବତୀର ଗଡଗେବାବା ସମାଧି ମନ୍ଦିର ଖେଳପଡିଆଠାରେ ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ…

11 months ago

ବର୍ଷକରେ ଅଢ଼େଇ କୋଟି ଲିଟର ଦେଶୀମଦ ପିଇଛନ୍ତି

ଭବାନୀପାଟଣା,୩୦ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଜିଲାର ସହର ସମେତ ଅଧିକାଂଶ ଗାଁରେ ଏବେ ମଦକୋଠି ଛତୁ…

11 months ago

ବଢୁଛି ଜଳକଷ୍ଟ, ଅସ୍ତିତ୍ୱ ହରାଉଛି ଜଳାଶୟ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ୧୯ୱାର୍ଡକୁ ନେଇ ଗଠିତ। ଏକଦା ପ୍ରତି ୱାର୍ଡରେ ଏକାଧିକ ଜଳାଶୟ(ବନ୍ଧ,କଟା) ରହିଥିଲା। ପୂର୍ବପୁରୁଷମାନେ ଶ୍ରମଦାନ କରି ଏଠାରେ ଅନେକ ଜଳାଶୟ ଖୋଳିଥିଲେ…

11 months ago

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୧୪ ଜୀବନ

କୋଲକାତା, ୩୦।୪: କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାର ବାରା ବଜାର ଅଞ୍ଚଳର…

11 months ago

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ…

11 months ago