ସାନା,୬ା୫: ହୁଟି ଆତଙ୍କବାଦୀ ଇସ୍ରାଏଲ୍ର ତେଲ୍ ଆଭିଭ୍ସ୍ଥିତ ବେନ୍ ଗୁରିଅନ୍ ଏୟାରପୋର୍ଟ ନିକଟରେ ମିଶାଇଲ୍ ମାଡ଼ କରିବାର ଦିନକ ପରେ ଇସ୍ରାଏଲୀ ସେନା ଏହାର ପ୍ରତିଶୋଧ ନେଇଛି। ଇସ୍ରାଏଲ୍…
ନୂଆଦିଲ୍ଲୀ,୬ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ପଦକ୍ଷେପ ସ୍ବରୂପ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବାବେଳେ ରବିବାର ଜମ୍ମୁର ବାଗ୍ଲିହାର ଡ୍ୟାମ୍ରୁ ଚେନାବ ନଦୀଜଳ ପ୍ରବାହକୁ…
ତେଲ୍ ଆଭିଭ୍,୬ା୫: ସମଗ୍ର ଗାଜାଷ୍ଟ୍ରିପ୍କୁ ଦଖଲ କରି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବା ଯୋଜନାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କ୍ୟାବିନେଟ୍ ସୋମବାର ଅନୁମୋଦନ କରିଛି। ଏହା…
ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର…
ନୂଆଦିଲ୍ଲୀ,୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି।…
ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ…
ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୫ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛନ୍ତି ଋଷଭ ପନ୍ତ। ଏହି ଖେଳାଳି ଭଲ ରନ୍ ସ୍କୋର କରିପାରୁ ନ ଥିବା ବେଳେ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ…
ନୂଆଦିଲ୍ଲୀ,୫।୫: ଆଜିର ସମୟରେ PAN Card କେବଳ ଏକ ପରିଚୟ ପତ୍ର ନୁହେଁ ବରଂ କାରବାର ପାଇଁ ବିଶ୍ୱସନୀୟତାର ପ୍ରମାଣପତ୍ର ମଧ୍ୟ। କିନ୍ତୁ ଆପଣ କ’ଣ ଜାଣନ୍ତି…
ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍ଓ୍ବିଲ୍ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ…
ନୂଆଦିଲ୍ଲୀ,୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାରା ବିଶ୍ୱର ନଜର ରହିଛି। ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଦୁଇ ଦେଶ…