Home

୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ ନିଷ୍ପତ୍ତି…

6 years ago

ପୋଲିସ ଏସ୍‌ଆଇଙ୍କ ସିଙ୍ଘମ୍‌ ଷ୍ଟାଇଲ୍‌ ପଡ଼ିଲା ମହଙ୍ଗା: ଗଣିଲେ ୫,୦୦୦ ଜରିମାନା

ଭୋପାଳ,୧୨।୫: ମଧ୍ୟପ୍ରଦେଶ ଦମୋହ ଜିଲାରେ ଜଣେ ପୋଲିସ ଏସ୍‌ଆଇଙ୍କୁ ସିଙ୍ଘମ୍‌ ଷ୍ଟାଇଲ୍‌ରେ ଭିଡ଼ଓ ଶୁଟିଂ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ ଏସ୍‌ଆଇଙ୍କ…

6 years ago

କରୋନା ଯୁଦ୍ଧରେ ବିଜୟୀ ହେଲେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ,୧୨।୫: ହିମାଚଳ ପ୍ରଦେଶରେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଏସ୍‌ ଜସଓ୍ବାଲ କରୋନା ଯୁଦ୍ଧରେ ବିଜୟୀ ହୋଇ କରୋନା ସହ ଲଢିବାକୁ ଅନ୍ୟମାନଙ୍କୁ ସାହାସ ଯୋଗାଇଛନ୍ତି।…

6 years ago

କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍‌ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ

ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା ଘଟଣା।…

6 years ago

ଭାରତଠାରୁ ୬୮୪ କିମି ଦୂର ସମୁଦ୍ରରେ କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୨।୫: ସାରା ପୃଥିବୀ କରୋନା ସଂକ୍ରମଣ ଯୋଗୁ ସଙ୍କଟରେ ପଡ଼ିଥିବାବେଳେ ଚାଇନା ଭାରତଠାରୁ ୬୮୪ କିଲୋମିଟର ଦୂର ସମୁଦ୍ରରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କାର୍ଯ୍ୟ ଜାରି…

6 years ago

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁନ୍‌ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର

କଟକ ଅଫିସ,୧୨।୫: ଆସନ୍ତା ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି…

6 years ago

ଟିକା ଦେବାକୁ ନେଇ ଫେରାଇଲେ ମୃତଦେହ: ଶିଶୁ ବଦଳ ଅଭିଯୋଗରେ ପିଆର୍‌ଏମ୍‌ ମେଡିକାଲରେ ଉତ୍ତେଜନା

ବାରିପଦା ଅଫିସ, ୧୨।୫: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଶିଶୁ ପୁତ୍ର ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ପୋଲିସ…

6 years ago

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟ ସିଲ୍‌

ଭୁବନେଶ୍ୱର,୧୨।୫(ବ୍ୟୁରୋ): ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି।  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟକୁ ସିଲ୍‌ କରାଯାଉଥିବା…

6 years ago

ଅପରେଶନ୍‌ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍‌ଏସ୍‌ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ

ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି…

6 years ago

ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଅନୁମାନ କରାଯାଉଛି…

6 years ago