Home

‘ମୁନିରଙ୍କୁ ରାଜା କରିଦିଅନ୍ତୁ, ସେ କେବଳ ଜଙ୍ଗଲର ରାଜା ହୋଇପାରିବେ’, ଫିଲ୍ଡ ମାର୍ଶାଲ ପଦୋନ୍ନତିକୁ ନେଇ କାହିଁକି ଏମିତି କହିଲେ ଇମ୍ରାନ, ଜାଣନ୍ତୁ…

ଇସଲାମାବାଦ,୨୩।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କୁ ‘ଫିଲ୍ଡ ମାର୍ଶାଲ’ ବଦଳରେ ‘ରାଜା’…

10 months ago

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ

ବାରିପଦା,୨୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପିତାଙ୍କ ନାମରେ ଥିବା…

10 months ago

ନିର୍ମଳା ସୀତାରାମଣଙ୍କ ବିରୋଧରେ ମାମଲା ରୁଜୁ କଲେ ଆପ ନେତାଙ୍କ ପତ୍ନୀ, କୋର୍ଟ ଜାରି କଲେ ନୋଟିସ

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀଙ୍କ ପତ୍ନୀ ଲିପିକା ମିତ୍ର ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଫୌଜଦାରୀ…

10 months ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀରେ ଥରହର ପାକିସ୍ତାନ: ସାହାଯ୍ୟ ପାଇଁ କଲା ଗୁହାରି

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେର ମାଟିରୁ ଆତଙ୍କବାଦ ବିରୋଧରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି।…

10 months ago

ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି

ଭୁବନେଶ୍ୱର,୨୩ା୫: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍‌ ୧୫ରୁ ୨୬ ଭିତରେ ଏହି ନୂଆ…

10 months ago

ଏଣିକି ବିମାନରେ କରିପାରିବେ ନାହିଁ ମୋବାଇଲ ବ୍ୟବହାର, DGCA ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୩।୫: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ,…

10 months ago

ମୋଦିଙ୍କ ବଡ଼ ଗେମ୍‌ ପ୍ଲାନ୍‌, ଚକ୍ରବ୍ୟୁହରେ ଫସିଗଲେ ୟୁନୁସ: ଏବେ ଭୟରେ ଛାଡ଼ିଦେବେ ଗାଦି!

ଢାକା,୨୩।୫: ବାଂଲାଦେଶରେ ରାଜନୈତିକ ସଙ୍କଟ ଘନିଭୂତ ହେବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ଯେକୌଣସି ସମୟରେ ପତନ ହୋଇପାରେ ଏବଂ ସରକାର ମୁଖ୍ୟ ମହମ୍ମଦ ୟୁନୁସ…

10 months ago

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ…

10 months ago

ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି: ୨୭ ପରିବର୍ତ୍ତେ ୨୬ରେ ସରକାରୀ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୨୩।୫: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ…

10 months ago

ବଡ଼ଧରଣର ଚୁକ୍ତିନାମା ବାତିଲ, ଭାରତ-ବାଂଲାଦେଶ ସମ୍ପର୍କରେ…

ନୂଆଦିଲ୍ଲୀ/ଢାକା,୨୩ା୫: ବିଗୁଡୁଛି ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କ। ଯେଉଁଥିପାଇଁ ଏକ ବଡ଼ ଧରଣର ଚୁକ୍ତିନାମା ବାତିଲ କରିଦେଇଛି ବାଂଲାଦେଶ। ୧୭୯ କୋଟି ଟଙ୍କାର ଜାହାଜ ଚୁକ୍ତିନାମା ବାତିଲ ହୋଇଛି।…

10 months ago