Home

ମୋପେଡ୍‌କୁ ଧକ୍କାଦେଲା କାର୍‌: ଚାଳକ ମୃତ

ହିିଞ୍ଜିଳିକାଟୁ,୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିିଞ୍ଜିଳ ଥାନା ପୋଚିଲିମା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। କାର ଧକ୍କାରେ ଜଣେ ମୋପେଡ୍‌ ଚାଳକଙ୍କ ମୃତ୍ୟୁ ଘଟିଛି…

6 years ago

ତୃତୀୟ ଥର ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ: ସାଢ଼େ ୧୨ ଘଣ୍ଟା ପୂର୍ବରୁ ରଦ୍ଦ ହେଲା ଡେଥ୍‌ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଫାଶୀଦଣ୍ଡ ପୁଣି ଥରେ ଟଳିଯାଇଛି। ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ୪ ଦୋଷୀ ଆଉ ଫାଶୀଖୁଣ୍ଟରେ ଝୁଲିବେ…

6 years ago

ପୋଲିସର ମନମୁଖୀ ଶାସନକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଧାରଣା

ଭଟ୍‌ଲି, ୨।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ପୋଲିସର ମନମୁଖୀ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଭଟଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ। ଏ ନେଇ ସେମାବାର…

6 years ago

ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଜିକାଲିର ଖାଦ୍ୟପାନୀୟ ଓ ହର୍ମାନ ଇନ୍‌ବାଲାନ୍ସରୁ କେତକଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ। ଏହା ଅସୁନ୍ଦର ଦେଖାଯିବା ସହ ବେଳେବେଳେ ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ମଧ୍ୟ…

6 years ago

ପ୍ରଧାନ ଶିକ୍ଷକଙ୍କ ବିଦାୟ ସମୟରେ କାନ୍ଦିଲେ ଛାତ୍ରୀଛାତ୍ର

ନଓ୍ବାଡା,୨।୩: ସାଧାରଣତଃ ଅତି ନିଜ ବ୍ୟକ୍ତିଙ୍କ ବିଦାୟୀ ସମୟରେ ଆଖିରେ ଲୁହ ଆସିଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଜଣେ ଶିକ୍ଷକଙ୍କ ବିଦାୟି ସମୟରେ…

6 years ago

ପାକିସ୍ତାନରେ ଅଧିକରୁ ଅଧିକ ପିଲା ମେଦବହୁଳତାର ଶିକାର: ରିପୋର୍ଟ

ଇସ୍‌ଲାମାବାଦ,୨।୩: ପାକିସ୍ତାନରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମେଦବହୁଳତାର ଶିକାର ହେଉଥିବା ବେଳେ ଏଥିଯୋଗୁ ଲୋକଙ୍କୁ ମାରାତ୍ମକ ରୋଗ ହେବାର ଭୟ ମଧ୍ୟ ରହିଛି। ନିକଟରେ ହୋଇଥିବା…

6 years ago

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଜହ୍ଲାଦ ପବନ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲର ୪ ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ…

6 years ago

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ରାଜକ୍ଷମା ଆବେଦନକୁ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରି ଦେଇଛନ୍ତି। ସୋମବାର ସକାଳୁ ସୁପ୍ରିମକୋର୍ଟଙ୍କ…

6 years ago

ଏଏପିିରେ ସାମିଲ ହେବେ ନୂତନ ଠାକୁର

ଲକ୍ଷ୍ନୌ,୨।୩: ବରିଷ୍ଠ ଓକିଲ ତଥା ସାମାଜିକ କର୍ମକର୍ତ୍ତା ନୂତନ ଠାକୁର ଖୁବ୍‌ଶୀଘ୍ର ଆମ ଆଦମୀ ପାର୍ଟି (ଏଏପି)ରେ ସାମିଲ ହୋଇପାରନ୍ତି। ସେ ପୂର୍ବରୁ ମଧ୍ୟ ଏଏପିରେ ରହିଥିଲେ,…

6 years ago

କରୋନା ଭୟ: ଇରାନ୍‌ରେ ଫସିଥିବା ଭାରତୀୟ, ଉଦ୍ଧାର ପାଇଁ ସରକାରଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ,୨।୩: ଚାଇନାରେ ସୃଷ୍ଟ କରୋନା ଭାଇରସ୍‌ ଏବେ ମହାମାରୀର ରୂପ ନେଇଥିବା ବେଳେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଇରାନରେ କରୋନା ଭାଇରସ୍‌ରେ ପ୍ରଭାବିତ ସହରରେ…

6 years ago