Home

ମୋଦିଙ୍କ ବଡ଼ ଗେମ୍‌ ପ୍ଲାନ୍‌, ଚକ୍ରବ୍ୟୁହରେ ଫସିଗଲେ ୟୁନୁସ: ଏବେ ଭୟରେ ଛାଡ଼ିଦେବେ ଗାଦି!

ଢାକା,୨୩।୫: ବାଂଲାଦେଶରେ ରାଜନୈତିକ ସଙ୍କଟ ଘନିଭୂତ ହେବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ଯେକୌଣସି ସମୟରେ ପତନ ହୋଇପାରେ ଏବଂ ସରକାର ମୁଖ୍ୟ ମହମ୍ମଦ ୟୁନୁସ…

10 months ago

ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ…

10 months ago

ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି: ୨୭ ପରିବର୍ତ୍ତେ ୨୬ରେ ସରକାରୀ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୨୩।୫: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ…

10 months ago

ବଡ଼ଧରଣର ଚୁକ୍ତିନାମା ବାତିଲ, ଭାରତ-ବାଂଲାଦେଶ ସମ୍ପର୍କରେ…

ନୂଆଦିଲ୍ଲୀ/ଢାକା,୨୩ା୫: ବିଗୁଡୁଛି ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କ। ଯେଉଁଥିପାଇଁ ଏକ ବଡ଼ ଧରଣର ଚୁକ୍ତିନାମା ବାତିଲ କରିଦେଇଛି ବାଂଲାଦେଶ। ୧୭୯ କୋଟି ଟଙ୍କାର ଜାହାଜ ଚୁକ୍ତିନାମା ବାତିଲ ହୋଇଛି।…

10 months ago

ଯେଉଁଠି ଦେଖିବୁ,ସେଠି ମାରିବୁ…ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୨୩।୫: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦର ‘ନିଶ୍ଚିତ ଅନ୍ତ’ ଚାହୁଁଛି ଏବଂ ଗତ ମାସରେ ପହଲଗାମରେ…

10 months ago

ଜ୍ୟୋତିଙ୍କୁ ପାକିସ୍ତାନ ଦେଇଥିଲା ଏହି ୩ ଟାସ୍କ୍‌: ଜାଣିଲେ ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ,୨୩।୫: ଭାରତର ସୁରକ୍ଷା ଏଜେନ୍ସିଗୁଡ଼ିକ ଆଉ ଏକ ଗୁପ୍ତଚର ନେଟୱାର୍କକୁ ସଫଳତାର ସହ ଠାବ କରିଛନ୍ତି। ହରିୟାଣାର ହିସାରର ବାସିନ୍ଦା ଉବର ଏବଂ ଟ୍ରାଭେଲ ବ୍ଲଗର୍‌ ଜ୍ୟୋତି…

10 months ago

ମାଲ୍‌ଖାନାରୁ କଫ୍‌ ସିରପ ଚୋରି କରି ASI ନିଲମ୍ବିତ

ସମ୍ବଲପୁର,୨୩ା୫: ମାଲ୍‌ଖାନାରୁ କଫ୍‌ ସିରପ୍‌ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ବିଦ୍ୟୁତ୍‌ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର…

10 months ago

ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ

ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର…

10 months ago

ରେଙ୍ଗାଲି ଜଳଭଣ୍ଡାରରେ ବୁଡ଼ି ଦୁଇ ପୁଅଙ୍କ ସହ ଚାଲିଗଲା ମା’ଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ବାପା

ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ଜଳ ଭଣ୍ଡାରରେ ଅଘଟଣ। ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ମାଛ ମାରିବାକୁ…

10 months ago

ମୁଖ୍ୟ ପ୍ରବେଶପଥ ଜଗିଛି ପ୍ରଶାସନ, ହେଲେ ଗଳାବାଟ ଦେଇ ପଶୁଛି ଛତିଶଗଡ଼ ଧାନ

ବରଗଡ,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୭ଦିନ ବିତିଛି। ଜିଲାରେ ଚାଷୀଙ୍କ ଅମଳ ଧାନ ବିକ୍ରି ସରି…

10 months ago