Home

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୧୯ା୬(ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ…

9 months ago

ଗଜାଧାନ ଧରି ବିକ୍ଷୋଭ କଲେ ଚାଷୀ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ୫ସପ୍ତାହ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ…

9 months ago

ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

ବୌଦ୍ଧ,୨୦।୬(ଅଜିତ କୁମାର ବାରିକ): ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ…

9 months ago

‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…

ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା…

9 months ago

ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲେ କ୍ୟାବିନ କ୍ରୁ, କହିଲେ ପ୍ରଥମରୁ ଆମେ ଚେତାବନୀ ଦେଇଥିଲୁ…

ନୂଆଦିଲ୍ଲୀ,୨୦।୬: ବିମାନ ଶିଳ୍ପ କର୍ମଚାରୀ ଗିଲ୍ଡର ମହାସଚିବ ଜର୍ଜ ଇବ୍ରାହିମ ଜୁନ ୧୨, ୨୦୨୫ରେ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 (ଡ୍ରିମଲାଇନର୍‌ ବିମାନ B787/8 ସିରିଜ)ର…

9 months ago

ଶୁବମନ ଗିଲଙ୍କ ଉପରେ ଗମ୍ଭୀର ସଙ୍କଟ: ମାଡ଼ିଆସୁଛି ୩ ଅଦୃଶ୍ୟ ବିପଦ

ଲିଡ୍ସ,୨୦।୬: ଇଂଲଣ୍ଡରେ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଅଗ୍ନିପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର…

9 months ago

ପ୍ରଧାନମନ୍ତ୍ରୀଙ୍କ ସିକ୍ରେଟ ଫୋନ କଲ ଲିକ୍‌, ୧୭ ମିନିଟ ଚକ୍କରରେ ଆସନ ଟଳମଳ

ବ୍ୟାଙ୍କକ,୨୦।୬: ଥାଇଲ୍ୟାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଗୁପ୍ତ ଫୋନ କଲ ଲିକ ହୋଇଛି। ଫଳରେ ତାଙ୍କ ପଦବୀ ବିପଦରେ ପଡ଼ିଛି। କେବଳ…

9 months ago

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି ଗେଟଦ୍ୱାରା…

9 months ago

ଇରାନ ବିରୋଧରେ ଲଢିବାକୁ ପ୍ରତିଦିନ ଏତିକି ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜେରୁଜେଲମ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଉପରେ ମିଶାଇଲ୍‌, ଡ୍ରୋନ ଏବଂ ଲଢ଼ୁଆ ବିମାନ…

9 months ago

ପୁଅ କଥା କହି ଫସିଗଲେ ନେତାନ୍ୟାହୁ: ଘେରିଗଲେ ନିଜ ଦେଶର ଲୋକେ

ଜେରୁଜେଲମ,୨୦।୬:ଯୁଦ୍ଧ ଯୋଗୁ ଇସ୍ରାଏଲ ଏବଂ ଇରାନ ବହୁତ କ୍ଷତି ସହିଛି। କିନ୍ତୁ ଉଭୟ ଦେଶ ବର୍ତ୍ତମାନ ଥମିବାର ସ୍ଥିତିରେ ନ ଥିବା ପରି ମନେ ହେଉଛି। ଇସ୍ରାଏଲ…

9 months ago