ନୂଆଦିଲ୍ଲୀ,୩।୩: ଆଜିର ଦିନକୁ କ୍ରିକେଟ ଇତିହାସର ସବୁଠାରୁ କଳା ଦିନ ବୋଲି ବିବେଚନା କରାଯାଏ। କାରଣ ୨୦୦୯ ମସିହା ମାର୍ଚ୍ଚ ୩ ତାରିଖରେ କିଛି ଏଭଳି ଘଟିଥିଲା…
ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍ ଆଲ୍ଭି କହିଛନ୍ତି ଯେ,…
ବେଙ୍ଗାଲୁରୁ,୩।୩: ସେକ୍ସ୍ ସିଡ଼ି ମାମଲାକୁ ନେଇ କର୍ନାଟକ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୋଧରେ ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ ହୋଇଛି।…
ନୂଆଦିଲ୍ଲୀ,୩।୩: ସାର୍ବଜନୀକ କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଯିକାର ପ୍ରଥମ ଡୋଜ୍ ନେଇଛନ୍ତି। ରାଷ୍ଟ୍ରପତି ଦିଲ୍ଲୀର ଆର୍ ଆର୍ ସେନା…
ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି। ଏଣୁ…
ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଦିନଟିଏ। ଜାତିସଂଘ କ୍ୟାଲେଣ୍ଡରରେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଏହି ବିଶେଷ…
ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସୂଚନା…
ଭୁବନେଶ୍ୱର, ୩।୩(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…
ହାଇଦ୍ରାବାଦ, ୩।୩: ହାଇଦ୍ରାବାଦରେ ଏକ ଅଭାବାନୀୟ ଘଟଣା ଘଟିଛି। ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଛୁରାମାଡ ହୋଇଛି। ମହିଳାଙ୍କୁ ସହରର…
ମୁମ୍ବାଇ,୩।୩: ବଲିଉଡ୍ରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। ଟିକସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ମେକର ଅନୁରାଗ କଶ୍ୟପ,ବିକାଶ ବହଲ,…