Home

ଏମ୍‌ପିଙ୍କ ଫ୍ଲାଟରେ ଭୟଙ୍କର ଅଗ୍ନୀକାଣ୍ଡ

ନୂଆଦିଲ୍ଲୀ,୧୮।୧୦: ରାଜଧାନୀ ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ…

8 months ago

ବିକାଶ ଅପହଞ୍ଚ, ରାସ୍ତା ପାଲଟିଛି ମରଣଯନ୍ତା

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ କୁଢ଼କୁଢ଼ ଯୋଜନା ହେଉଛି। କିନ୍ତୁ ଏହି ଯୋଜନା ଗ୍ରୀନବାଡ଼ି…

8 months ago

ଚିନ୍ତାର କାରଣ ପାଲଟିଛି ପ୍ରାକୃତିକ ବିପର୍ଯ୍ୟୟ, ସୁରକ୍ଷା ପାଇଁ କରାଗଲା…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ଆବଶ୍ୟକ ବର୍ଷାର ପରିମାଣ କମିବା ଅତ୍ୟଧିକ ଗରମ ଶୀତ…

8 months ago

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଲା ନୂଆମୋଡ଼, ୧୫ ସଭ୍ୟଙ୍କୁ ଚ୍ୟାଲେଞ୍ଜ କରି…

ଗଞ୍ଜାମ/ଛତ୍ରପୁର,୧୮ା୧୦(ଦିଲ୍ଲୀପ ସାମଲ/ଅଖିଳ ତରାଇ): ଗଞ୍ଜାମ ଜିଲା ହୁମ୍ମା ପଞ୍ଚାୟତରେ ରାଜନୈତିକ ଘଟଣାକ୍ରମ ଏକ ନୂଆମୋଡ଼ ନେଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାନକୀ ଦାସଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀରେ…

8 months ago

ମହୁମାଛି ଆକ୍ରମଣରେ ୭ ଆହତ

ବଲାଙ୍ଗୀର,୧୮ା୧୦(ସୁନିଲ ମହାନ୍ତି): କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ରଣ୍ଡା ପଞ୍ଚାୟତ…

8 months ago

ଅପରେଶନ ସିନ୍ଦୂର କେବଳ ଟ୍ରେଲର, ଆଗକୁ….ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ରାଜନାଥ

ଲକ୍ଷ୍ନୌ,୧୮।୧୦: ଲକ୍ଷ୍ନୌରେ ବ୍ରହ୍ମୋସ ଏରୋସ୍ପେସ ୟୁନିଟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର…

8 months ago

ଭାରତକୁ ଧ୍ୱଂସ କରିଦେବୁ…ପୁଣି ପରମାଣୁ ଧମକ ଦେଲେ ମୁନିର

ଇସଲାମାବାଦ୍‌,୧୮।୧୦: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସିମ ମୁନିର, ଭାରତ ବିରୋଧରେ ଏକ ଧମକପୂର୍ଣ୍ଣ ବୟାନ ଦେଇ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା…

8 months ago

ଏକାପରି ଦେଖାଯାଉଛନ୍ତି ସ୍ବାମୀ-ସ୍ତ୍ରୀ, ଲୋକେ କହୁଛନ୍ତି…

ଆପଣ ହୁଏତ ଜାଆଁଳା ଭାଇ-ଭଉଣୀଙ୍କ ବିଷୟରେ ଅନେକ କଥା ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ। କିନ୍ତୁ ଆପଣ କେବେ ଜାଆଁଳା ସ୍ବାମୀ-ସ୍ତ୍ରୀଙ୍କ ବିଷୟରେ ଶୁଣିଛନ୍ତି କି? ଯଦି…

8 months ago

କାର୍‌ ଉପରେ ଓଲଟିପଡ଼ିଲା ବସ୍‌

ଭୁବନେଶ୍ୱର,୧୮।୧୦: କାର୍‌ ଉପରେ ଓଲଟିପଡ଼ିଲା ବସ। ୪ ଜଣ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି। ବାରିପଦା NH- ୪୯ର ବାଙ୍ଗିରିପୋଷି ଘାଟିରେ। କାରର ସମସ୍ତ ଯାତ୍ରୀ…

8 months ago

ଭାରତ-ରୁଷିଆ ମିଶି କଲେ ବଡ଼ ଡିଲ୍‌: ଟେନସନ୍‌ରେ ଚାଇନା

ନୂଆଦିଲ୍ଲୀ/ମସ୍କୋ,୧୮।୧୦: ଭାରତ ଏବଂ ପଡ଼ୋଶୀ ଚାଇନା ମଧ୍ୟରେ ଏକ ନୂତନ ବିବାଦ ସୃଷ୍ଟି ହେଉଥିବା ପରି ମନେ ହେଉଛି। ଚାଇନା ବିରଳ ପୃଥିବୀ ଧାତୁ ଏବଂ ସ୍ଥାୟୀ…

8 months ago