Home Middle

ଆଇନଜୀବୀ ପୀତବାସ ହତ୍ୟା ମାମଲା: ପୁରୀ ବେଳାଭୂମିରୁ ମିଳିଲା ହତ୍ୟାରେ ବ୍ୟବହୃତ ଅସ୍ତ୍ର

ଗଞ୍ଜାମ,୨୨।୧୦: ସମ୍ବେଦନଶୀଳ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ପୋଲିସ୍ ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ପୁରୀ ସମୁଦ୍ର ବେଳାଭୂମିର…

2 months ago

ନିଶାମୁକ୍ତ କେନ୍ଦ୍ର

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ସମୟ ଅନ୍ତରରେ ଖବର ଶୁଣିବାକୁ ମିଳେ ଡି-ଆଡିକ୍‌ଶନ ସେଣ୍ଟର ବା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ…

2 months ago

ଆଇନଜୀବୀ ପୀତବାସ ହତ୍ୟା ମାମଲା: ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଅଟକ

ଗଞ୍ଜାମ, ୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ପୋଲିସ୍ ବ୍ରହ୍ମପୁରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖିଛି।…

2 months ago

ହ୍ୱାଇଟ୍ ହାଉସରେ ଦୀପାବଳି: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାଣିଜ୍ୟକୁ ନେଇ କଥା ହୋଇଥିବା ଟ୍ରମ୍ପଙ୍କ ଦାବି

ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରଶାସନରେ ଥିବା ଭାରତୀୟ-ଆମେରିକୀୟ ସଦସ୍ୟ…

2 months ago

ଦୀପାବଳିରେ ଝିଅର ମୁହଁ ଦେଖାଇଲେ ଦୀପିକା, ରଣବୀର

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଦୀପାବଳି ଅବସରରେ ତାଙ୍କ ଝିଅ ଦୁଆ (Dua) ସହିତ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ…

2 months ago

କ୍ୱିକ୍ କମର୍ସ ବଢ଼ାଇବାକୁ ୬୦୦ ‘ଡାର୍କ ଷ୍ଟୋର୍’ ଖୋଲିଲା ରିଲାଏନ୍ସ; ବ୍ଲିଙ୍କିଟ୍, ସ୍ୱିଗି, ବିଗବାସ୍କେଟ୍ ପାଇଁ କଠିନ ପ୍ରତିଯୋଗିତା

ନୂଆଦିଲ୍ଲୀ,୨୧।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ଉଦ୍ୟୋଗ ରିଲାଏନ୍ସ ରିଟେଲ୍ ଦେଶରେ 'କ୍ୱିକ୍ କମର୍ସ' (Quick Commerce) ବ୍ୟବସାୟକୁ ବଢ଼ାଇବା ପାଇଁ ବ୍ଲିଙ୍କିଟ୍ (Blinkit), ସ୍ୱିଗି (Swiggy) ଓ…

2 months ago

ଏସିଆ କପ୍ ଟ୍ରଫି ବିବାଦ: ‘ଖେଳାଳି ପଠାଇ ଟ୍ରଫି ନେଇଯାଅ’, ବିସିସିଆଇକୁ ମୋହସିନ୍ ନକଭିଙ୍କ ଜବାବ

ନୂଆଦିଲ୍ଲୀ,୨୧।୧୦: ଏସିଆ କପ୍ ୨୦୨୫ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଟ୍ରଫି ମିଳିବା ନେଇ ବିବାଦ ଜାରି ରହିଛି। ବିସିସିଆଇ (BCCI) ପକ୍ଷରୁ ଚିଠି ଲେଖାଯାଇଥିଲେ ମଧ୍ୟ…

2 months ago

ଦୀପାବଳିରେ ରେକର୍ଡ ୬ ଲକ୍ଷ କୋଟିର ରେକର୍ଡ ବ୍ୟବସାୟ, ଗ୍ରାହକ ବାଛିଲେ ସ୍ୱଦେଶୀ ସାମଗ୍ରୀ

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ଦୀପାବଳିରେ ସାରା ଦେଶର ବଜାରରେ ରେକର୍ଡ ବ୍ୟବସାୟ ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ରିପୋର୍ଟ ଅନୁଯାୟୀ, ଦୀପାବଳିରେ…

2 months ago

ନୂଆପଡ଼ା ଉପନିର୍ବାଚନ: ଭାଜପା ବିରୋଧରେ ବଡ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

2 months ago

ଲୋକପାଳଙ୍କ ପାଇଁ BMW କାର୍ କିଣିବାକୁ ଟେଣ୍ଡର, ଦୁର୍ନୀତି ବିରୋଧୀ ସଂସ୍ଥା ପାଇଁ ଦାମୀ କାର୍ କିଣାକୁ ନେଇ ବିବାଦ

ନୂଆଦିଲ୍ଲୀ,୨୧।୧୦: ଦୁର୍ନୀତି ନିବାରଣ ସଂସ୍ଥା 'ଲୋକପାଳ' ପାଇଁ ୭ଟି ବିଳାସପୂର୍ଣ୍ଣ BMW 330 Li (Long Wheel Base) କାର୍ କିଣିବାକୁ ସାର୍ବଜନୀନ ଟେଣ୍ଡର ଆହ୍ୱାନ କରାଯାଇଛି।…

2 months ago