ନୂଆଦିଲ୍ଲୀ,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ରାମ ନବମୀ’ର ଶୁଭେଚ୍ଛା ଜଣାଇ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍…
ନୂଆଦିଲ୍ଲୀ,୬।୪: ଆଇନ୍ରେ ପରିଣତ ହୋଇଛି ଓ୍ବକଫ୍ ସଂଶୋଧିତ ବିଲ୍। ସଂସଦର ଉଭୟ ଗୃହରେ ବିଲ୍ଟି ପାସ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି।…
ଭୁବନେଶ୍ୱର,୬।୪: ସକାଳୁ ସକାଳୁ ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା। ଉତ୍ତରା ଛକରେ ଓଲଟିଛି ଟୁରିଷ୍ଟ ବସ୍। ଭୁବନେଶ୍ବର ଉତ୍ତରା ଛକରେ ହୋଇଛି ବଡ଼ ଦୁର୍ଘଟଣା। ଟୁରିଷ୍ଟ ବସ ଓଲଟି…
ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
ଭୁବନେଶ୍ୱର: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍ନେସ୍ ଏମିନେସ୍ସ ଆଓ୍ବାର୍ଡ୍ସ-୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଯୋଗ ଦେବାକୁ ଥିବା…
ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି ଭିଡିଓ…
ନୂଆଦିଲ୍ଲୀ,୫।୪: ନ୍ୟୁ ବ୍ରିଟେନ ଦ୍ୱୀପର ଉପକୂଳରେ ଶନିବାର ସକାଳୁ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାପୁଆ ନ୍ୟୁ ଗିନି ପାଇଁ ସୁନାମି ଚେତାବନୀ…
ଦେଶରେ ମ୍ୟାକ୍ଡୋନାଲ୍ଡସ୍, ଡୋମିନସ୍ ଏବଂ କେଏଫ୍ସି ଭଳି ଫାଷ୍ଟଫୁଡ୍ ବ୍ରାଣ୍ଡ୍ର ଚାହିଦା ରହିଥିବାବେଳେ ବର୍ଗର୍ ବଜାରରେ ହୋମଗ୍ରୋନ୍ ବ୍ରାଣ୍ଡ୍ ‘ବିଗିଜ୍ ବର୍ଗର୍’ ନିଜର ସ୍ଥିତି ସୁଦୃଢ଼ କରିପାରିଛି।…
ଓ୍ବାଶିଂଟନ୍,୪।୪: ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି ପରସ୍ପର ସହିତ ଟାରିଫ୍ ଓ୍ବାର୍ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ…
ଭୁବନେଶ୍ୱର,୪।୪(ସୁନିତ ମିଶ୍ର): କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (CCEA) ଶୁକ୍ରବାର ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଛି। ସେଥିରୁ ୨ଟି…