Home Middle

ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୪ା୬: ଭାରତର ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ଚେକ ରିପବ୍ଲିକର ଅଷ୍ଟ୍ରାଭାରେ ଆୟୋଜିତ ପ୍ରତିଷ୍ଠିତ ୬୪ତମ ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ୨୦୨୫ (ୱାର୍ଲ୍ଡ ଆଥଲେଟିକ୍ସ…

12 months ago

ବିହାରରେ ୯୪ ଲକ୍ଷ ପରିବାରଙ୍କୁ ୨ ଲକ୍ଷ ଟଙ୍କା, ପେନସନ ୪୦୦ରୁ ୧୧୦୦କୁ ବୃଦ୍ଧି, ନୀତୀଶଙ୍କ ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ

ପାଟନା, ୨୪ା୬: ବିହାରରେ ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର କ୍ୟାବିନେଟ ମଙ୍ଗଳବାର ଏକାଧିକ ଲୋକପ୍ରିୟ ଓ ଦୂରଗାମୀ ନିଷ୍ପତ୍ତି ନେଇଛି।…

12 months ago

ପ୍ରତିରକ୍ଷା ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି: ସିଡିଏସ୍‌ଙ୍କୁ ମିଳିଲା ବଡ଼ କ୍ଷମତା; ଭାରତୀୟ ସେନାରେ ଆରମ୍ଭ ହେଲା ନୂଆ ଯୁଗ’

ନୂଆଦିଲ୍ଲୀ,୨୪।୬: ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଓ ସମନ୍ୱୟକୁ ନୂତନ ଦିଗ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

12 months ago

୨୦୨୬ରେ ପ୍ରଥମ ଥର ପାଇଁ ପାରିବାରିକ ଆୟ ସର୍ଭେ କରିବେ ଭାରତ ସରକାର

ଗୋପାଳପୁର, ୨୪।୬: ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ୨୦୨୬ରେ ଦେଶବ୍ୟାପୀ ପ୍ରଥମ ପାରିବାରିକ ଆୟ ସର୍ଭେ ଆୟୋଜନ କରିବାକୁ ଯୋଜନା କରିଛି। ଏହି…

12 months ago

ଭାଜପାରେ ଯୋଗ ଦେବେ କି ଶଶୀ ଥରୁର ? ଚର୍ଚ୍ଚା ମଧ୍ୟରେ ପ୍ରଥମ ଥର ଖୋଲିଲେ ମୁହଁ

ନୂଆଦିଲ୍ଲୀ,୨୪।୬: କଂଗ୍ରେସ ଏମପି ଶଶୀ ଥରୁର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ସେ ଏକ ପ୍ରମୁଖ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଶକ୍ତି, ଗତିଶୀଳତା ଓ…

12 months ago

ଲଘୁଚାପ ବର୍ଷା ପ୍ରଭାବରେ ଦିନ ଦ୍ବିପ୍ରହରରେ କୁହୁଡି, ଯାତାୟାତ ରେ..

ଦାରିଙ୍ଗବାଡି, ୨୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି। କେଉଁଠି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିବା…

12 months ago

ଭିସା ନିୟମ ବଦଳାଇଲା ଆମେରିକା: ଏବେ ସାର୍ବଜନୀନ କରିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ, ପରିଚୟକୁ…

ନୂଆଦିଲ୍ଲୀ,୨୪।୬: ଆମେରିକା ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ଏବେ F, M, ଏବଂ J…

12 months ago

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ଟ୍ରମ୍ପଙ୍କ ଡିଲ୍‌କୁ ମନା କରିଦେଲେ ମୋଦି!

ନୂଆଦିଲ୍ଲୀ,୨୪।୬: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି। ଆମେରିକା ଭାରତରେ ମକା ଏବଂ ସୋୟାବିନ ଭଳି କୃଷି…

12 months ago

ରେଭେନସା ଓଡ଼ିଶାର ଏକମାତ୍ର NAAC A++ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ, ଅଧାରୁ ଅଧିକକୁ ଏବେ ବି ମିଳିନି ମାନ୍ୟତା

କଟକ,୨୪।୬: ଓଡ଼ିଶାର ରେଭେନସା ବିଶ୍ୱବିଦ୍ୟାଳୟ ରାଜ୍ୟର ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ (NAAC) ରୁ A++ ଗ୍ରେଡ ହାସଲ କରି…

12 months ago

ରେଳରେ ଯାତ୍ରା କରୁଛନ୍ତି କି? ବଢ଼ିଲା ଭଡ଼ା, ଜୁଲାଇରୁ ଲାଗୁ ପରେ ପକେଟ ଉପରେ ପଡ଼ିବ ଛାଟ

ନୂଆଦିଲ୍ଲୀ,୨୪।୬:  ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ଯାହା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପକେଟ ଉପରେ ପ୍ରଭାବ ପକାଇବ। ତେବେ ଏହି ନିଷ୍ପତ୍ତିରେ କିଛି ଆଶ୍ୱସ୍ତି…

12 months ago