Home Middle

“ସମସ୍ତ ଭାରତୀୟ ପାଇଲଟ ଘରକୁ ଫେରିଛନ୍ତି”: ଅପରେସନ ସିନ୍ଦୂର ଉପରେ ବାୟୁସେନାର ବଡ ବୟାନ

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ଏକ ପ୍ରେସ ବ୍ରିଫିଂରେ କହିଛି ଯେ, ଅପରେସନ ସିନ୍ଦୂରରେ ସାମିଲ ହୋଇଥିବା ସମସ୍ତ ପାଇଲଟ ଘରକୁ ଫେରିଛନ୍ତି। ଏହି ଅପରେସନର ଲକ୍ଷ୍ୟ…

10 months ago

ଅପରେସନ ସିନ୍ଦୂରରେ ୫ ସୈନିକଙ୍କୁ ହରାଇଛି ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିବା ବେଳେ ଏହି ଅଭିଯାନରେ ଭାରତର ୫…

10 months ago

ଭାରତୀୟ ସେନାର କଡା ଜବାବରେ ପାକିସ୍ତାନର ୪୦ ଜଣ ଯବାନ ନିହତ: DGMO

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ଧ୍ୱଂସ କରାଯିବା ସହ ପାକିସ୍ତାନ ସେନାକୁ ମଧ୍ୟ ବଡ଼…

10 months ago

ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ନିଶ୍ଚିତ କରିଛି ଯେ, ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ, ଯେଉଁମାନେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ…

10 months ago

ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO

ନୂଆଦିଲ୍ଲୀ,୧୧।୫: ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ସଂଚାଳିତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ସମେତ ପାକିସ୍ତାନ ସେନାର ଅନେକ…

10 months ago

ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ…

10 months ago

ଯୁଦ୍ଧବିରତି ଉଲ୍ଲଂଘନ ହେଲେ ଜବାବ ଦେବା ପାଇଁ କମାଣ୍ଡରମାନଙ୍କୁ “ପୂର୍ଣ୍ଣ କ୍ଷମତା”

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପଶ୍ଚିମ ସୀମାରେ ଥିବା ସମସ୍ତ ସେନା କମାଣ୍ଡରମାନଙ୍କୁ ଶନିବାର ଭାରତ ଓ ପାକିସ୍ତାନର ଡିଜିଏମଓ (ମିଲିଟାରୀ ଅପରେସନ୍ସ…

11 months ago

ସାଟେଲାଇଟ ଫଟୋରୁ ଜଣାପଡିଲା ସତ; ପାକିସ୍ତାନ ଏୟାରବେସ ଧ୍ଵଂସ କରିଦେଇଛି ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୫: ଚାଇନାର ଏକ ଉପଗ୍ରହ ସଂସ୍ଥା (MIZAZVISION) ଦ୍ୱାରା ପ୍ରକାଶିତ ସାଟେଲାଇଟ ଫଟୋରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ ପରେ ପାକିସ୍ତାନର ନୁର ଖାନ ଏୟାରବେସରେ ହୋଇଥିବା…

11 months ago

ରାଗିଗଲେ ମୋଦି, କହିଲେ ଆମେ କାହାର ମଧ୍ୟସ୍ଥତା ଆବଶ୍ୟକ କରୁନୁ

ନୂଆଦିଲ୍ଲୀ,୧୧ା୫: କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା…

11 months ago

‘ଅପରେଶନ ସିନ୍ଦୂର’ଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ, ଭାରତ ପାଇଲା କ’ଣ ପାକିସ୍ତାନ ହରାଇଲା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୧ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଅପରେଶନ ସିନ୍ଦୂରରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଆତଙ୍କବାଦୀମାନଙ୍କୁ ବହୁତ…

11 months ago