Home Middle

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ବହିଷ୍କୃତ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ସଦସ୍ୟ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି।…

6 years ago

କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶର କ୍ଷମତା ରାଜନୀତି ଏବେ ଦିଲ୍ଲୀ ପହଞ୍ଚିଛି। କଂଗ୍ରେସ ଦଳର ଅସନ୍ତୁଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସୋନିଆ…

6 years ago

ଏମ୍‌ପିରେ ଅପରେଶନ୍‌ ଲୋଟସ୍‌: ସିନ୍ଧିଆଙ୍କୁ ବାଡ଼ ଡିଆଁଇବା ପାଇଁ ଭାଜପାର ଉଦ୍ୟମ ଜାରି !

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ମୁଖ୍ୟ କମଲନାଥଙ୍କ ସରକାର ଉପରେ ସଙ୍କଟ ଘନେଇ ଆସୁଛି। କଂଗ୍ରେସରେ ଲାଗି ରହିଥିବା କନ୍ଦଳରୁ ଭାଜପା ଫାଇଦା ମାରିବାର ଉଦ୍ୟମ କରୁଥିବା ରାଜନୈତିକ ସମୀକ୍ଷକ…

6 years ago

ଇରାନରୁ ସ୍ବଦେଶ ବାହୁଡ଼ିଲେ ୫୮ ଭାରତୀୟ

ଗାଜିଆବାଦ,୧୦।୩: ଇରାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବାକୁ ଯାଇଥିବା ବାୟୁସେନା ବିମାନ ମଙ୍ଗଳବାର ଗାଜିଆବାଦର ହିଣ୍ଡୋନ୍‌ ଏୟାର…

6 years ago

ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଜଣାଇଲେ ହୋଲିର ଶୁଭେଚ୍ଛା

ନୂଆଦିଲ୍ଲୀ,୧୦।୩: ଦେଶବାସୀ ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲ୍ଲାସର ସହ ପାଳନ କରୁଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

6 years ago

କରୋନା ଭାଇରସ ଭୟରେ ଫିକା ପଡିଲା ହୋଲି!

ନୂଆଦିଲ୍ଲୀ,୧୦।୩: ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପର୍ବ ସାମାନ୍ୟ ଫିକା ପଡିଥିବା ପରିଲକ୍ଷିତ ହୋଇଛି। ଚାଇନା…

6 years ago

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୦।୩: ସାରା ଦେଶରେ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀରେ ସେ ଟୁଇଟ୍‌ କରି…

6 years ago

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ,…

6 years ago

କଶ୍ମୀରରେ ପ୍ରବେଶ କଲା କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ୪୨

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଜମ୍ମୁ-କଶ୍ମୀରରେ ଜଣେ ୮୩ ବର୍ଷୀୟା ବୃଦ୍ଧା କରୋନା ଭାଇରସରେ ସଂକ୍ରମିତ ହେବା…

6 years ago

ପୁରୁଷଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଅଧିକ: ରିପୋର୍ଟ !

ବେଜିଂ, ୯।୩: କରୋନା ସଂକ୍ରମଣ ଯୋଗୁ ପୃଥିବୀର ୧୦୧ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।…

6 years ago