Home Middle

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ଟୁଇଟ୍‌ କରି ଦେଲେ ସୂଚନା

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି।…

5 years ago

କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ ଅଧିକ…

5 years ago

ଶ୍ମଶାନରେ ଲିଭୁନି ନିଆଁ: ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ

ଭୋପାଳ,୧୪।୪: କରୋନା ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳରେ…

5 years ago

କରୋନା ୨ ଲକ୍ଷ ମୁହାଁ: ୨୪ ଘଣ୍ଟାରେ ୧୦୦୦ରୁ ଅଧିକ ଜୀବନ ନେଲା

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ…

5 years ago

କ୍ୟାପଟେନ ରୋହିତଙ୍କ ଯାଦୁ : ୧୦ ରନ୍‌ରେ ଜିତିଲା ମୁମ୍ବାଇ

ଚେନ୍ନାଇ, ୧୩ା୪- ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା।…

5 years ago

ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍‌ଷ୍ଟାଣ୍ଡର ବିକାଶ କରାଯିବ।…

5 years ago

ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି। ରାଜ୍ୟରେ ମଙ୍ଗଳବାର ୫୧,୭୫୧ କରାନାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୫୮ଲୋକଙ୍କ ମୃତ୍ୟୁ…

5 years ago

କୁକୁଡା-ଛେଳି ବିକ୍ରି ହେବ ବନ୍ଦ !

ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ। କରୋନା…

5 years ago

୨୪ତମ ସିଇସି ହେଲେ ସୁଶୀଲ ଚନ୍ଦ୍ରା: ୫ ରାଜ୍ୟରେ କରିବେ ନିର୍ବାଚନ

ନୂଆଦିଲ୍ଲୀ,୧୩।୪: ଦେଶର ୨୪ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ସୁଶୀଲ ଚନ୍ଦ୍ରା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୨ ମେ ୧୪ରେ ଅବସର ଗ୍ରହଣ କରିବେ।…

5 years ago

ବିପଦ ଟଳିବ, ପୃଥିବୀ ହେବନି ଧ୍ୱଂସ: ଗ୍ରହାଣୁ ପିଣ୍ଡ ଉପରେ କରାଯିବ ବୋମା ମାଡ଼…

ଓ୍ବାଶିଂଟନ,୧୩।୪: କେତେକ ସମୟରେ ବଡ଼ ବଡ଼ ଗ୍ରହାଣୁ ପିଣ୍ଡ ପୃଥିବୀ ଆଡ଼କୁ ତୀବ୍ର ବେଗରେ ମାଡ଼ି ଆସିଥାନ୍ତି। ଏଭଳି ଗ୍ରହାଣୁ ପିଣ୍ଡ ଯୋଗୁ ଅତୀତରେ ଡାଇନୋସୋରସ୍‌ ଭଳି…

5 years ago