Home Middle

ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ…

4 years ago

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତର ପ୍ରସ୍ତୁତି, ଲଦାଖରେ ହୋଇପାରେ ଜି-୨୦ ସମ୍ମିଳନୀ…

ନୂଆଦିଲ୍ଲୀ, ୭।୭ : ଆସନ୍ତା ବର୍ଷ ଲଦାଖରେ ବିଶ୍ୱର ପ୍ରମୁଖ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଜି -୨୦ ର ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। କେନ୍ଦ୍ର ସରକାର…

4 years ago

ସାଧାରଣ ଜନତାଙ୍କଠାରୁ ୧୫ ବର୍ଷ ଅଧିକ ବଞ୍ଚନ୍ତି ରାଜନେତା, ରିପୋର୍ଟ…

ଓ୍ବାଶିଂଟନ, ୭।୭ : ଦୁନିଆର ରାଜନେତାମାନେ କେବଳ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ନାହିଁ, ବରଂ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା…

4 years ago

ବଲୋଚିସ୍ତାନରେ ପ୍ରବଳ ବର୍ଷା, ବନ୍ୟାରେ ୨୫ ଲୋଙ୍କ ମୃତ୍ୟୁ, କ୍ୱେଟାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

କରାଚି,୭ ।୭: ପାକିସ୍ତାନର ବଲୋଚିସ୍ତାନ ଅଞ୍ଚଳରେ ବୁଧବାର ହୋଇଥିବା ମୁସଳଧାରା ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଗୋଟିଏ ପରିବାରର ୬ ମହିଳାଙ୍କ ସମେତ…

4 years ago

କାଳୀ ବିବାଦ: ଅଡୁଆରେ ମହୁଆ

କୋଲକାତା, ୭ା୭: ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ କାନାଡାରେ ପ୍ରଦର୍ଶିତ କରିଥିବା ଏକ ଫିଚର ମୁଭି ‘କାଳୀ’ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।…

4 years ago

ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ ପରିବାର…

4 years ago

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।…

4 years ago

ପି.ଟି ଉଷା, ଇଲିୟାରାଜା ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ,୬।୭: ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର…

4 years ago

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ବଜେଟ୍‌ ଆଲୋଚନା ବିରତି ପାଇଁ ଜୁଲାଇ ୭ରୁ ୧୨ ଯାଏ ବିଧାନସଭା ସାମୟିକ ଭାବେ…

4 years ago

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

ନୂଆଦିଲ୍ଲୀ,୬।୭: କେନ୍ଦ୍ର ମନ୍ତ୍ରୀ ମୁକ୍ତାର୍‌ ଆବାସ ନକଭି ବୁଧବାର ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ। ନକଭିଙ୍କ ସହ ଜେଡିୟୁ କୋଟାରୁ ମନ୍ତ୍ରୀ…

4 years ago