ଲକ୍ଷ୍ନୌ,୨୦।୧୧: ଉତ୍ତର ପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ନିର୍ବାଚନମଣ୍ଡଳୀର ସମାଜବାଦୀ ପାର୍ଟି ବିଧାୟକ ଏବଂ ତାଙ୍କ ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା ସୁଧାକର ସିଂହଙ୍କର ଆଜି…
ପାଟନା,୨୦ା୧୧: ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ନେତା ନିର୍ବାଚିତ ହୋଇଛନ୍ତି। ଏହା ପରେ ସେ…
ଭୁବନେଶ୍ୱର,୨୦ା୧୧ (ରବିନାରାୟଣ ଜେନା): ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆପଡ଼ାର ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ ଗୁରୁବାର ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା…
ନୂଆଦିଲ୍ଲୀ,୧୯।୧୧: ଭାରତର ଡିଜିଟାଲ୍ ପେମେଣ୍ଟ ବିପ୍ଳବ ଏକ 'ଟ୍ୟାପ୍ ଇକୋନୋମି' ସୃଷ୍ଟି କରିଛି, ଯାହା ସଞ୍ଚୟରେ ଏକ ଅଦୃଶ୍ୟ କ୍ଷତି ଘଟାଉଛି। ପ୍ରତିଦିନ ଆମେ Paytm, PhonePe,…
ଭୁବନେଶ୍ୱର,୧୯।୧୧: କେନ୍ଦ୍ର ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ବୁଧବାର ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା (RSP)ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏକ…
ନୂଆଦିଲ୍ଲୀ,୧୯।୧୧: ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଥିବା ଅତ୍ୟଧିକ ଉତ୍ସାହ ଏବଂ ନିବେଶକୁ ନେଇ ଏକ ବଡ଼…
ନୂଆଦିଲ୍ଲୀ,୧୯।୧୧: ମେଟା ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ଆପ୍ ୱାଟ୍ସଆପ୍ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ…
ଭୁବନେଶ୍ୱର,୧୯।୧୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଓଡ଼ିଶା ସରକାର ବିଚାର କରୁଛନ୍ତି। ରାଜସ୍ୱ…
ଭୁବନେଶ୍ୱର,୧୯ା୧୧: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଚଳିତ ସିଜନରେ ତା'ର ପ୍ରଥମ ବିଜୟ ହାସଲ କରିଛି। କିଟ୍ ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା…
ଭୁବନେଶ୍ୱର,୧୯ା୧୧: ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି…