Home Middle

ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଥିରୁଭାନନ୍ତପୁରମ୍‌ କେନ୍ଦ୍ରୀୟ ରେଳ ଷ୍ଟେଶନରେ ବନ୍ଦେ ଭାରତ…

3 years ago

ବିବାହ ଭୋଜିରେ ମଦ ପରଷିବା ନିଷ୍ପତ୍ତିରେ ପଛକୁ ହଟିଲେ ତାମିଲନାଡୁ ସରକାର

ତାମିଲନାଡୁ, ୨୫।୪: ବିବାହ ଭୋଜିରେ ମଦ ପରଷିବା ନିଷ୍ପତ୍ତିକୁ ତାମିଲନାଡୁର ଡିଏମ୍‌କେ ସରକାର ଫେରେଇ ନେଇଛନ୍ତି। ସରକାର ପକ୍ଷରୁ କୁହାଯାଇଛି ଯେ, ମଦ କେବଳ କନଫରେନ୍ସ ସେଣ୍ଟର,…

3 years ago

ଡବ୍ଲ୍ୟୁଟିସି ଫାଇନାଲ: ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୫।୪: ଜୁନ୍‌ ୭ରୁ ୧୧ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା…

3 years ago

ସୁଦାନରେ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ୭୨ ଘଣ୍ଟାର ସିଜଫାୟାର ଲାଗୁ, ଖୁବଶୀଘ୍ର ଉଦ୍ଧାର ହୋଇପାରନ୍ତି ଭାରତୀୟ

ଖାରତୋମ,୨୫।୪: ହିଂସାଗ୍ରସ୍ତ ସୁଦାନରେ ଦୁଇ ପକ୍ଷର ଜେନରାଲ ୭୨ ଘଣ୍ଟାର ସିଜଫାୟାର ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଏହି ସୂଚନା ଦେଇଛନ୍ତି।…

3 years ago

କର୍ନାଟକ ବିଧାନସଭା ନିର୍ବାଚନ: ୫୧୭ଜଣ କଲେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ବେଙ୍ଗାଲୁରୁ, ୨୫।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ସୋମବାର ଶେଷ ଦିନ ଥିଲା। ତେବେ ନିର୍ବାଚନ ଅଧିକାରୀ କହିଛନ୍ତି, ୫୧୭ଜଣ ପ୍ରାର୍ଥୀ ସେମାନଙ୍କ…

3 years ago

ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମି ଚେତାବନୀ

ଜାକର୍ତ୍ତା,୨୫।୪: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ଇଷ୍ଟନ ଅଂଶରେ ମଙ୍ଗଳବାର) ରେ ୭.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ଏହା ପରେ ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (ବିଏମକେଜି) ମଧ୍ୟ…

3 years ago

୨୬ ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଚାନ୍ଦା

ନୂଆଦିଲ୍ଲୀ,୨୫ା୪:୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ…

3 years ago

ହାଇଦ୍ରାବାଦକୁ ହରାଇ ଦିଲ୍ଲୀର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ,୨୫ା୪: ଆଇପିଏଲର ୩୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩୪ ରନ୍‌ ଓ ୨ ଉଇକେଟ)…

3 years ago

ହାଇଦ୍ରାବାଦ ଆଗରେ ୧୪୫ ରନ୍‌ର ଟାର୍ଗେଟ ରଖିଲା ଦିଲ୍ଲୀ

ହାଇଦ୍ରାବାଦ,୨୪।୪: ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ…

3 years ago

ଜିଏସଟିରେ ପରିବର୍ତ୍ତନ କରିବୁ…..କର୍ନାଟକରେ ଏମିତି କହିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୨୪।୪: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ କଂଗ୍ରେସ ପୁଣି ରାଜ୍ୟରେ ଶାସନକୁ ଫେରିବା ପାଇଁ ଜୋରଦାର…

3 years ago