Home Middle

ଇଟାଲୀରେ ଇଂଲିଶ ଉପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତାବ: ନିର୍ଦ୍ଦେଶ ଅମାନ୍ୟ କଲେ ଏକ ଲକ୍ଷ ୟୁରୋ ଜରିମାନା…

ରୋମ,୨।୪ : ଇଟାଲୀ ସରକାର ନିଜ ଦେଶରେ ଇଂଲିଶ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ନ୍ୟୁଜ୍‌ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସରକାରୀ ଯୋଗାଯୋଗ ପାଇଁ…

3 years ago

ଉତ୍ତରକୋରିଆ ଆଣବିକ କେନ୍ଦ୍ର ଅଞ୍ଚଳ ଚଳଚଞ୍ଚଳ: ଚିନ୍ତାରେ ଆମେରିକା…

ପ୍ୟୋଙ୍ଗୟାଙ୍ଗ,୨।୪ : ଉତ୍ତର କୋରିଆର ଆଣବିକ କେନ୍ଦ୍ର ଆଞ୍ଚଳ ଚଳଚଞ୍ଚଳ ହେବା ନେଇ ଆମେରିକା ଦାବି କରିଛି। ଆମେରିକାର ରିପୋର୍ଟରେ ଦର୍ଶାଯାଇଛି ଯେ କିମ ଜୋଙ୍ଗ ଉନଙ୍କ…

3 years ago

କୋକୋ ଦ୍ୱୀପରେ ଚାଇନା ଗୁପ୍ତଚର ଘାଟି

ନୂଆଦିଲ୍ଲୀ, ୨।୪:  ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମ୍ୟାନ୍‌ମାରର ଗ୍ରେଟ୍‌ କୋକୋ ଆଇଲାଣ୍ଡରେ ଚାଇନାର ସନ୍ଦିଗ୍ଧ ଗୁପ୍ତଚର ଘାଟି ନିର୍ମାଣ ଭାରତର ସୁରକ୍ଷା…

3 years ago

କୋଟିଆରେ ଧର୍ମେନ୍ଦ୍ର: ଗୋ ବ୍ୟାକ୍‌ ଆନ୍ଧ୍ର

ପଟ୍ଟାଙ୍ଗୀ,୨।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ…

3 years ago

ଏଲଏସଜିର ସହଜ ବିଜୟ, ୫୦ ରନରେ ହାରିଲା ଡିସି

ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି)  ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ବିପକ୍ଷରେ  ସହଜ ବିଜୟ ହାସଲ କରିଛି । ଏଲଏସଜି ଡିସିକୁ…

3 years ago

ସମୟ ମଧ୍ୟରେ ମାମଲାର ଶୁଣାଣି ନ ହେବା ଅନ୍ୟାୟ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୪ : ଶନିବାର ସୁପ୍ରିମକୋର୍ଟ କହିଛନ୍ତି ଜେଲରେ ଭିଡ଼ ଜମିବାରେ ଲାଗିଛି। ସେଠାରେ ରହିବା ଅବସ୍ଥା ଗୁରୁତର ହୋଇଛି। ଅଦାଲତ ନିଶ୍ଚିତ କରିବା ଉଚିତ ଯେ ଯେଉଁ…

3 years ago

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୪ ରନ…

ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଲକ୍ଷ୍ନୌର ଭାରତ ରତ୍ନ…

3 years ago

ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୩ରୁ ଚଳିତବର୍ଷ ନୂଆ…

3 years ago

୧୯ ବର୍ଷର ଠକେଇ ମାମଲା: ୩ ବ୍ୟାଙ୍କ ଅଧିକାରୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ…

ମୁମ୍ବାଇ,୧।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ତିନି ଜଣ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ୧୯ ବର୍ଷ ପୁରୁଣା ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ…

3 years ago

ଜେଡିଏସି ବିଧାୟକ ଧରିଲେ ପଦ୍ମ…

ନୂଆଦିଲ୍ଲୀ,୧।୪ : ମେ ୧୦ରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅରକଲଗୁଡାର ଜେଡିଏସ ବିଧାୟକ ଏ.ଟି ରାମାସ୍ବାମୀ ଭାରତୀୟ ଜନତା ପାର୍ଟିରେ ଯୋଗ…

3 years ago