Home Middle

୧୩୫ ରନ୍‌ରେ ଅଟକିଲା ଗୁଜରାଟ

ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌…

3 years ago

‘ଦେଶର ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ରାଜନୀତିରୁ ଫୁରସତ ନାହିଁ, ଆତଙ୍କବାଦୀ ଉଠାଉଛନ୍ତି ଫାଇଦା: ଉଦ୍ଧବ ଶିବସେନା

ନୂଆଦିଲ୍ଲୀ,୨୨।୪: ଶିବସେନାର ଉଦ୍ଦବ ଠାକରେ ଗ୍ରୁପ ପୁଞ୍ଛରେ ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଟାର୍ଗେଟ କରିଛନ୍ତି।…

3 years ago

ବାସଭବନ ଛାଡ଼ିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ତୋଗଲକ୍‌ ଲେନରେ ଥିବା ସରକାରୀ ବାସଭବନ ଶନିବାର ଖାଲି କରି ଦେଇଛନ୍ତି ।…

3 years ago

ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ: ସଞ୍ଜୟ ରାଉତ

ମୁମ୍ବାଇ,୨୨।୪: ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ ତାଙ୍କ…

3 years ago

ଗାଁ ଶ୍ମଶାନରେ ଜଳିଲା ବୀର ଶହୀଦ ଦେବାଶିଷଙ୍କ ଜୁଇ

ସାକ୍ଷୀଗୋପାଳ,୨୨ା୪(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହିର ପୁଅ ତଥା ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଗାଁ ଶ୍ମଶାନରେ ଶନିବାର…

3 years ago

କ୍ଷମତାରେ ଥିବା ବେଳେ ଏକଥା ମନେ ପଡୁ ନ ଥିଲା କାହିଁକି

ନୂଆଦିଲ୍ଲୀ,୨୨ା୪: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କୁ ସିବିଆଇ ଜେରା ପାଇଁ ସମନ କରାଯାଇଛି। ୩୦୦ କୋଟି ଟଙ୍କାର ଲାଞ୍ଚ ଦାବି ମାମଲାରେ ଜେରା ପାଇଁ ସିବିଆଇ…

3 years ago

ମହାକାଶରେ ବଢିଲା ଭାରତର ଦବଦବା, ଇସ୍ରୋ ଉତକ୍ଷେପଣ କଲା ସିଙ୍ଗାପୁରର ଦୁଇଟି ଉପଗ୍ରହ

ନୂଆଦିଲ୍ଲୀ,୨୨।୪: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଶନିବାର ଅର୍ଥାତ୍‌ ୨୨ ଏପ୍ରିଲରେ ତା’ର ଏକ ବଡ ମିଶନରେ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)ଲଞ୍ଚ କରିଛି। ଏହି ରକେଟ…

3 years ago

‘ଆମକୁ ବିଶ୍ୱସ୍ତରୀୟ ସମାଧାନ କରିବାକୁ ହେବ’

ଜର୍ଜଟାଉନ୍‌,୨୨ା୪: ୪ର୍ଥ ଭାରତ-କ୍ୟାରିକମ୍‌ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେଇଥିଲେ। ସେ ମଧ୍ୟ ଏହି ସଭାର ସହ-ସଭାପତିତ୍ୱ କରିଥିଲେ। ଏହି ବୈଠକରେ ସେ…

3 years ago

ଆମେରିକାରେ ପୁଣି ଫୁଟିଲା ଗୁଳି, ୮ ଆହତ

ଓ୍ବାଶିଂଟନ,୨୨ା୪: ଓ୍ବାଶିଂଟନ ଡିସିରେ ପୁଣି ଗୁଳି ବିନିମୟ ହୋଇଛି। ଯେଉଁଥିରେ ଜଣେ ଝିଅ ସମେତ ୮ ଜଣ ଆହତ ହୋଇଛନ୍ତି। ତେବେ ଦୁଇଥର ଘଟିଥିବା ଗୁଳି ବିନିମୟରେ…

3 years ago

ମୋଦିଙ୍କ ଉପରେ ହୋଇପାରେ ମରଣାନ୍ତକ ଆକ୍ରମଣ, କେରଳ ଭାଜପା ଅଧ୍ୟକ୍ଷଙ୍କ ଦାବି

ନୂଆଦିଲ୍ଲୀ,୨୨।୪: କେରଳ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ସୁରେନ୍ଦ୍ର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଏକ ଧମକପୂର୍ଣ୍ଣ…

3 years ago