Home Middle

ପୁଟିନଙ୍କ ଆକ୍ରମଣର କଡା ଜବାବ ଦେଲେ ଜେଲନସ୍କିଙ୍କ ସେନା

କ୍ୱିଭ,୨୩।୬: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ମିଶାଇଲ ମାଡ କରି ଚାଲିଛି। ହେଲେ…

3 years ago

ବିମାନରେ ବସି ହାଇଜ୍ୟାକ୍‌ ବିଷୟରେ କଥା ହେଉଥିଲେ ଯାତ୍ରୀ, କର୍ମଚାରୀଙ୍କ ଅଭିଯୋଗରେ ହେଲେ ଗିରଫ

ଭିଷ୍‌ତରା ଏୟାର ଲାଇନ୍ସର ବିମାନ ଉଡ଼ାଣ ସମୟରେ ରିତେଶ ସଞ୍ଜୟକୁକର ଜୁନେଜା ନାମକ ଜଣେ ପୁରୁଷ ଯାତ୍ରୀଙ୍କୁ ବିମାନ କର୍ମଚାରୀ ସଦସ୍ୟଙ୍କ ଅଭିଯୋଗରେ ଗିରଫ କରାଯାଇଛି। ସେ…

3 years ago

ମୋଦି ଇଜିପ୍ଟ ଗସ୍ତ ସମୟରେ ଅଲ-ହକିମ ମସଜିଦରେ ବିତାଇବେ ଅଧ ଘଣ୍ଟା

କାହିରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ଅଛନ୍ତି। ଆମେରିକା ଗସ୍ତ ପରେ ଶନିବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ମିଶ୍ର ଗସ୍ତ କରିବେ। ଏହି ସମୟରେ…

3 years ago

ବିରୋଧୀ ଦଳ ବୈଠକରେ କଂଗ୍ରେସକୁ ଟାର୍ଗେଟ କଲେ ମମତା

ପାଟନା,୨୩।୬: ପାଟନାରେ ବିରୋଧୀ ମେଳି ପାଇଁ ବୈଠକ ଚାଲିଛି। ବହୁ ବିରୋଧୀ ଦଳ ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି। ତେବେ ଏମଧ୍ୟରେ ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।…

3 years ago

ଚାଇନା ସହ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ‘ପ୍ରଳୟ’, ରାଫେଲ-ସୁଖୋଇ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨୩।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ପୁର୍ବୋତ୍ତର ଭାରତରେ ଏକ ବଡ ଏକ୍ସରସାଇଜ କରିବାକୁ ଯାଉଛି। ଏହି ଓ୍ବାର ଏକ୍ସରସାଇଜକୁ ‘ପ୍ରଳୟ’ ନାମ…

3 years ago

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା, କିଏ କିଏ ସ୍ଥାନ ପାଇଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ସିରିଜ ଖେଳାଯିବ। ଏଥିପାଇଁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ ଟିମ ଇଣ୍ଡିଆ ଘୋଷଣା…

3 years ago

ସ୍ବିସ୍‌ ବ୍ୟାଙ୍କରେ ୧୧ପ୍ରତିଶତ ହ୍ରାସ ପାଇଛି ଭାରତୀୟଙ୍କ ଜମା ରାଶି

ସ୍ବିଜରଲ୍ୟାଣ୍ଡ/ନୂଆଦିଲ୍ଲୀ,୨୩।୬: ସ୍ବିସ୍‌ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ଫାର୍ମା କମ୍ପାନୀ ଦ୍ୱାରା ଜମା ରାଶି ୨୦୨୨ମସିହାରେ ୧୧ପ୍ରତିଶତ ହ୍ରାସ ପାଇଛି। ତାହା ୩୦,୦୦୦କୋଟି ଟଙ୍କା ହୋଇ ଯାଇଛି।…

3 years ago

ଅଗଷ୍ଟରେ ଲଞ୍ଚ ହେବ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ ମିଶନ’

ନୂଆଦିଲ୍ଲୀ,୨୩।୬: ଅଗଷ୍ଟରେ ଲଞ୍ଚ ହେବ ଗଗନଯାନ ମିଶନ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ। ଏକ କାର୍ଯ୍ୟକ୍ରମରେ ସେ…

3 years ago

ବିରୋଧୀ ଦଳ ବୈଠକରେ ବଡ଼ ନିଷ୍ପତ୍ତି! ନୀତୀଶ କୁମାର ହେବେ ସଂଯୋଜକ

ପାଟନା,୨୩।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିହାରର ରାଜଧାନୀ ପାଟନାରେ ସମସ୍ତ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ…

3 years ago

‘ବିରୋଧୀ ଯେତେ ଏକଜୁଟ ହୁଅନ୍ତୁ ନା କାହିଁକି, ମୋଦି ହିଁ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ’

ନୂଆଦିଲ୍ଲୀ,୨୩।୬: ୨୦୨୪ ନିର୍ବାଚନ ପାଇଁ ବିହାରର ପାଟନାରେ ଶୁକ୍ରବାର ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଛି। ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା…

3 years ago