Home Middle

ସାମ୍ବାଦିକଙ୍କୁ ମାଡ ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ, ଭିଡିଓ ଭାଇରାଲ

ଇସଲାମବାଦ,୨୩।୬:ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଦାର୍‌ଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ…

3 years ago

ତୃଣମୂଳ ନେତାଙ୍କ ହତ୍ୟାକୁ ନେଇ ହିଂସାକାଣ୍ଡ: ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ କଲେ ଦୁବୃର୍ତ୍ତ

କୋଲକତା,୨୩।୬:ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି। ପୁରୁଲିଆରେ ଯେଉଁଠାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ଭାଜପା ନେତାଙ୍କ ଘରେ ଅଗ୍ନିକାଣ୍ଡ ଓ…

3 years ago

ବିଶ୍ୱ ଯୁଦ୍ଧ ପାଇଁ ଟଙ୍କା ଦେଇପାରିବ ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବ ପାକିସ୍ତାନ ପାଇଁ ଅର୍ଥ ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୨୩।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଷମ ପରିସ୍ଥିତ ଦେଇ ଗତି କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବିଶ୍ୱର ବିଭିନ୍ନ ଦେଶରୁ…

3 years ago

ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ…

3 years ago

ରାହୁଲଙ୍କ ଲମ୍ବା ଦାଢିକୁ ନେଇ କହିଲେ ଲାଲୁ, ବିବାହ କରନ୍ତୁ…

ପାଟନା,୨୩।୬:୨୦୨୪ଲୋକସଭା ନିର୍ବାଚନ ନେଇ ବିରୋଧି ମେଣ୍ଟ ଦେଖିବାକୁ ମିଳିଛି। ଏନେଇ ବିହାରର ପାଟନାରେ ବିରୋଧୀ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ରଣନୀତି ନେଇ ସୁଦୃଢ…

3 years ago

ଅଣ-ସରକାରୀ ସଂସ୍ଥା ସହ ଜଡିତ ମହିଳାଙ୍କୁ ଆଫଗାନିସ୍ତାନ ଦେଲା ଚେତାବନୀ

କାବୁଲ,୨୩।୬:ଆଫଗାନିସ୍ତାନର ତାଲିବାନ ଶାସନରେ ବହୁ କ୍ରୁରତାର ଶିକାର ହେଉଛନ୍ତି ଆଫଗାନୀ ମହିଳା। ସିରିଆ ଆଇନ ଦ୍ୱାରା ପରିଚାଳିତ ତାଲିବାନର ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟଧିକ…

3 years ago

ପାଟନାରୁ ଯାହା ଆରମ୍ଭ ହୁଏ ତାହା ଜନ ଆନ୍ଦୋଳନର ରୂପ ନିଏ; ବିରୋଧି ଦଳ ବୈଠକ ପରେ କହିଲେ ମମତା

ପାଟନା,୨୩।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ୧୭ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ସମସ୍ତ ଦଳର ମୁଖ୍ୟ ଏକ ସାମ୍ବାଦିକ…

3 years ago

ଗୋଟାବାୟାଙ୍କ ବିରୋଧରେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିବାର ଅଭିଯୋଗ, ଗିରଫ ଦାବି

କଲମ୍ବୋ,୨୩।୬: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ ବିବାଦରେ ଛନ୍ଦି ହୋଇପଡିଛନ୍ତିି। ସେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧୯୮୯ରେ ମାର୍କ୍ସବାଦୀଙ୍କ ମଧ୍ୟରେ…

3 years ago

ପୂର୍ବ ଇମ୍ଫାଲର ଦୁଇଟି ଅଞ୍ଚଳରେ ଗୁଳିକାଣ୍ଡ

ଇମ୍ଫାଲ,୨୩।୬: ମଣିପୁରର ପୂର୍ବ ଇମ୍ଫାଲର ୟେଙ୍ଗଙ୍ଗପୋକପ ଜିଲାର ନୁଇଟି ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଅପରାହ୍ନରେ ଉରାଙ୍ଗପଟ ଏବଂ ଗ୍ବାଲଟବି ଗ୍ରାମରେ କିଛି ବୁନ୍ଧୁକଧାରୀ ଗୁଳି ଚଳାଇଥିଲେ।…

3 years ago

ଟାଇଟାନ ଦୁର୍ଘଟଣାର ସାମ୍ନାକୁ ଆସିଲା କାରଣ

ଓ୍ବାଶିଂଟନ୍‌,୨୩।୬: ଟାଇଟାନିକ ଧ୍ୱଂସାବଶେଷ ଦେଖିବା ପାଇଁ ଗଭୀର ସମୁଦ୍ର ଭିତରକୁ ଯାଇଥିବା ଟାଇଟାନ କାହାଣୀର ଦୁଃଖଦ ସମାପ୍ତି ହୋଇଛି। ବୁଡ଼ାଜାହାଜ ନିଖୋଜ ହେବା ପରେ ୫ ଯାତ୍ରୀଙ୍କୁ…

3 years ago