ଓ୍ବିମ୍ବେଲଡନ୍, ୧୩ା୭: ଟେନିସ୍ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ୍ର ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଆରିନା ସାବାଲେଙ୍କା ଓ ଓନ୍ସ ଜାବେର୍। ବୁଧବାର ଅନୁଷ୍ଠିତ କ୍ୱାର୍ଟର…
ଓ୍ବାଶିଂଟନ୍,୧୩ା୭(ପି.ଟି.): ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍ ପାଇଁ ଏହା ବିନାଶକାରୀ ସାଜିବା…
ଭିଲ୍ନିଅସ୍,୧୩ା୭: ୟୁରୋପୀୟ ଦେଶ ଲିଥୁଆନିଆ ରାଜଧାନୀ ଭିଲ୍ନିଅସ୍ରେ ବୁଧବାର ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ୍ (ନାଟୋ)ର ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି…
ନୂଆଦିଲ୍ଲୀ,୧୩ା୭: ଦେଶରେ ଲଗାଣ ବର୍ଷା ଯୋଗୁ ଟମାଟୋର ଯୋଗାଣ ବାଧାପ୍ରାପ୍ତ ହେବାରୁ ଅନେକ ଭାଗରେ ଏହାର ମୂଲ୍ୟ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରୋଷେଇ ଘରର…
ନୂଆଦିଲ୍ଲୀ,୧୩ା୭(ପି.ଟି.): ପନିପରିବା ଓ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଯୋଗୁ ଗତ ଜୁନ୍ରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୧%ରେ ପହଞ୍ଚତ୍ଥିଲା, ଯାହାକି ୩ ମାସରେ ସର୍ବାଧିକ ବୋଲି ସରକାରୀ…
ନୂଆଦିଲ୍ଲୀ,୧୩ା୭: ଦୁଇଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବୁଧବାର ସୁପ୍ରିମକୋର୍ଟ ବିଚାରପତି ରୂପେ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଟୁଇଟ୍ କରି ସୂଚନା…
ନୂଆଦିଲ୍ଲୀ/କୁଲୁ/ଚଣ୍ଡିଗଡ଼,୧୩।୭: ଉତ୍ତର ଭାରତରେ ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ନଦୀ ଜଳସ୍ତର ବୃଦ୍ଧି ଘଟି ୨୦୭.୫୫ ମିଟର ଛୁଇଁଥିବାବେଳେ ରାଜଧାନୀରେ…
ନୂଆଦିଲ୍ଲୀ,୧୨ା୭: ଆସନ୍ତା ସପ୍ତାହରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ କଂଗ୍ରେସ ସହ ଆଉ କେତେକ ଦଳ ଯୋଡ଼ି ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।…
ବାଲେଶ୍ୱର,୧୨ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବାଲେଶ୍ୱର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର…
ଭୁବନେଶ୍ୱର,୧୨ା୭(ଅନିଲ ଦାସ): କଥାରେ ଅଛି ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ମାତ୍ର ଆଷାଡ଼ ଯାଇ ଶ୍ରାବଣ ଅଧା ହେଲାଣି। ବର୍ଷାର ଦେଖା ନାହିଁ। ଚାଷୀ…