Home Middle

କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଲେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୧୭।୧୦ : ରାଜସ୍ଥାନର ବେଙ୍ଗୁ ବିଧାୟକ ରାଜେନ୍ଦ୍ର ସିଂ ବିଧୁଡି ଜଣେ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଛନ୍ତି।ଏlବେଏହାର ଭିିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ…

3 years ago

ମନୋରଞ୍ଜନ ଚ୍ୟାନେଲକୁ ବିସିସିସିର ପରାମର୍ଶ: ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କର…

ନୂଆଦିଲ୍ଲୀ,୧୭।୧୦ : ବ୍ରୋଡକାଷ୍ଟିଂ କଣ୍ଟେଟ କମ୍ପ୍ଲେଣ୍ଟ କାଉନସିଲ(ବିସିସିସି) ପକ୍ଷରୁ ମଙ୍ଗଳମାର ମନୋରଞ୍ଜନ ଚ୍ୟାନେଲଗୁଡିକୁ ପରାମର୍ଣ ଦିଆଯାଇଛି। ଏହା ଅନ୍ତର୍ଗତ ଏସସି ଏବଂ ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ…

3 years ago

ମଧ୍ୟ ପ୍ରାଚ୍ୟ ସଙ୍କଟ: ମୁତୟନ ହେବେ ୨,୦୦୦ ଆମେରିକା ସୈନ୍ୟ…

ଜେରୁଜେଲମ୍‌୧୭।୧୦ : ହମାସ ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ସୁରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଶାନ୍ତି ଶୃଙ୍ଖଳା ବ୍ୟହତ ହେବାର ଅଶଙ୍କା ଥିବାରୁ ଆମେରିକା ୨,୦୦୦ ଯବାନଙ୍କୁ…

3 years ago

ଛୋଟ ପିଲା ଶିଖିବେନି ବିଦେଶୀ ଭାଷା: ଇରାନ ଲାଗୁ କଲା ପ୍ରତିବନ୍ଧକ…

ତେହେରାନ,୧୭।୧୦ : ଇରାନ ସରକାର ଛୋଟ ପିଲାଙ୍କର ବିଦେଶୀ ଭାଷା ଶିକ୍ଷା ଉପରେ ରୋକ ଲଗାଇଛନ୍ତି। ସରକାର କହିଛନ୍ତି ଏହା ଦ୍ୱାରା ଛୋଟ ପିଲାଙ୍କ ଜାତୀୟତା ବୋଧ…

3 years ago

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହମାସର ଆଉଜଣେ ଟପ୍‌ କମାଣ୍ଡର ନିହତ

ଗାଜା,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଏଥିରେ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା ହମାସ କରୁଥିବାବେଳେ ଇସୟାଏଲ ମଧ୍ୟ ରକ୍ତମୁଖା ହୋଇଛି।…

3 years ago

ଆତଙ୍କବାଦ ବିରୋଧରେ ଲଢ଼େଇ: ୫ ଦେଶ ସହ ହାତ ମିଳାଇଲା ଭାରତ…

ନୂଆଦିଲ୍ଲୀ,୧୭।୧୦ : ଆତଙ୍କବାଦ ତଥା ଡ୍ରଗ କାରବାରର ମୁକାବିଲା କରିବା ତଥା ସାଇବର ବିପଦରୁ ରକ୍ଷା କରିବା ପାଇଁ ରଣନୈତିକ ସହଯୋଗ ତଥା ଯୋଗାଯୋଗକୁ ସୁଦୃଢ଼ କରିବା…

3 years ago

୧୪ଦେଶ ସହ ପାକିସ୍ତାନର ସମରାଭ୍ୟାସ

ଇସଲାମବାଦ,୧୭।୧୦: ପଡୋଶୀ ଦେଶ ପାକିସ୍ତାନ ୧୪ଟି ଦେଶ ସହ ମିଶି ସମରାଭ୍ୟାସ ଆରମ୍ଭ କରିଛି। ପିଏଏଫ ଅର୍ଥାତ ପାକିସ୍ତାନ ବାୟୁସେନା ଦ୍ୱାରା ଆୟୋଜିତ ସମରାଭ୍ୟାସରେ ଚାଇନା-ସାଉଦି ଆରବ…

3 years ago

ଶାହାଙ୍କ ପୁଅ କ‘ଣ କରୁଛନ୍ତି: ଭାଜପାକୁ ଆଇନା ଦେଖାଇଲେ ରାହୁଲ…

ଆଇଜଲ,୧୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିଜର ମିଜୋରାମ ନିର୍ବାଚନୀ ପ୍ରଚାର ସମୟରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉପରେ…

3 years ago

ମହଙ୍ଗା ହେଲା ସୁନା, ରୁପା

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୬୧ ହଜାର ଟପିପାରେ । ଏ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ରୁପାର କେଜି…

3 years ago

ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୨୪୬ ରନ…

ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା…

3 years ago