ଭୁବନେଶ୍ୱର, ୭।୯(ସୁନିତ୍ ମିଶ୍ର/ଅନୁରାଧା ମହାରଣା)କେନ୍ଦ୍ର ସରକାର ଜି୨୦ ଅଧ୍ୟକ୍ଷତା ସମ୍ପର୍କିତ ଦସ୍ତାବିଜଗୁଡ଼ିକରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ବିବାଦ ବଢ଼ିବାରେ…
ନୂଆଦିଲ୍ଲୀ,୭।୯: ଟ୍ରେନ ଦୁର୍ଘଟଣା କାରଣରୁ ଘଟୁଥିବା ହାତୀ ମୃତ୍ୟୁକୁ ରୋକିବା ଲାଗି ରେଳ ବିଭାଗ ନୂଆ ଯୋଜନା କରିଛି। ଉତ୍ତର ପୂର୍ବ ମଧ୍ୟ ରେଳ ଜୋନ୍ ଅଧୀନରେ…
ନୂଆଦିଲ୍ଲୀ,୭।୯: ଡାଇଜେନ୍ ଜେଲ୍ ସିରପ ପ୍ରସ୍ତୁତ କରୁଥିବା ଔଷଧ କମ୍ପାନୀ ଆବୋଟ ଇଣ୍ଡିଆ ତାର ଗୋଆ ୟୁନିଟ୍ରେ ପ୍ରସ୍ତୁତ ହୋଇଥିବା ସିରପ ବୋତଲ ଫେରାଇ ନେବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ/ଚେନ୍ନାଇ,୭ା୯ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ଗଣହତ୍ୟା ଭାବେ ଅଭିହିତ କରିଥିବାରୁ ଭାଜପା ଆଇଟି ବିଭାଗ ମୁଖ୍ୟ…
କିଭ୍,୭ା୯: ୟୁକ୍ରେନ୍ର ନୂଆ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ୍ ଉମେରାଭ୍ ବୁଧବାର ରୁଷୀୟ ସୈନ୍ୟଙ୍କ ନିୟନ୍ତ୍ରଣରେ ଥିବା ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବେ ବୋଲି ଶପଥ ନେଇଛନ୍ତି।…
ଟୋକିଓ, ୭ା୯ (ଆଇଏଏନ୍ଏସ୍): ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଜୀବନସତ୍ତା ଥିବା ଅନ୍ୟ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ନିରନ୍ତା ସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥଳେ ଆମ ସୌରମଣ୍ଡଳର…
ନୂଆଦିଲ୍ଲୀ,୭ା୯: ଦେଶର ନାମକୁ ନେଇ ରାଜନୈତିକ ବିବାଦ ମୁଣ୍ଡ ଟେକିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ‘ଭାରତ’ର ନୂଆ ଫୁଲ୍ ଫର୍ମ ବାହାର କରିଛନ୍ତି। ଜି୨୦ ସମ୍ମିଳନୀ…
ଇମ୍ଫାଲ,୭।୯: ମଣିପୁରର ବିଷ୍ଣୁପୁର ଜିଲା ଫୌଗାକଚୋ ଅଞ୍ଚଳରେ ବୁଧବାର ବିକ୍ଷୋଭକାରୀମାନେ ସୁରକ୍ଷା ବ୍ୟାରିକେଡ୍ ହଟାଇବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ…
ଓ୍ବାଶିଂଟନ୍,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ମଧ୍ୟ ଭାରତ ଗସ୍ତ କରିବାର…
ନୂଆଦିଲ୍ଲୀ,୭ା୯: ଭୂରାଜନୀତି କେବଳ ଆମେରିକା ଓ ଚାଇନାରେ କେନ୍ଦ୍ରୀଭୂତ ହୋଇ ରହିନାହିଁ। ଏବେ ଭାରତର ସମୟ ଉପନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆସନ୍ତା ୯ ଓ ୧୦ରେ…