Home Middle

ଅଲିଭ୍‌ ରିଡ୍‌ଲେଙ୍କ ମିଳନ ଋତୁ ଆରମ୍ଭ, ମେ’ ୩୧ ପର୍ଯ୍ୟନ୍ତ ଫିସିଂ ମନା

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବିରଳ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ରୁତୁ ଆରମ୍ଭ ହୋଇଛି। ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ।…

3 years ago

ସନ୍ତୋଷୀ ସାହୁ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ

ଭୁବନେଶ୍ୱର,୧ା୧୧: ନବଗଠିତ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏ୍‌ଏସ୍‌ ସନ୍ତୋଷୀ ସାହୁ ନିଯୁକ୍ତ ହୋଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,…

3 years ago

ଭାରତକୁ ହଟାଇ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ପୁଣେ,୧।୧୧: ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନ ବ୍ୟବଧାନରେ ପରାସ୍ତ କରିଛି। ଜିତିବା ପାଇଁ ନ୍ୟୁଜିଲାଣ୍ଡ ୩୫୮ ରନ ଲକ୍ଷ୍ୟ ଥିଲା, କିନ୍ତୁ କିୱି ଦଳ ମାତ୍ର…

3 years ago

ବଢୁଛି ଲୋକଙ୍କ ଦରମା, ମାତ୍ର ପକେଟ୍‌ ଖାଲି, ଜାଣନ୍ତୁ କ’ଣ କହୁଛି ସର୍ବେକ୍ଷଣ ରିପୋର୍ଟ

ଲଣ୍ଡନ,୧ା୧୧: ବ୍ରିଟିଶ ଶ୍ରମିକମାନଙ୍କର ଭାଗ୍ୟ ବର୍ଷର ଶେଷ ମାସରେ ଚମକିଛି। ବୁଧବାର ଶ୍ରମ ବଜାରର ଏକ ସର୍ବେକ୍ଷଣ ଅନୁଯାୟୀ, ବ୍ରିଟିଶ ଶ୍ରମିକମାନେ ସାପ୍ତାହିକ ବେତନରେ ସେମାନଙ୍କର ସର୍ବାଧିକ…

3 years ago

ଆଇଏଫ୍‌ଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୧ା୧୧: ରାଜ୍ୟ ସରକାର ବୁଧବାର ଆଇଏଫ୍‌ଏସ୍‌(ଭାରତୀୟ ବନ ସେବା) ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କୁ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ୍‌-ଓ୍ବାଇଲ୍ଡ ଲାଇଫ୍‌) ଏବଂ…

3 years ago

ବିଶ୍ୱକପ୍‌ ମଝିରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୧: ବିଶ୍ୱକପ ମଝିରେ ହଠାତ୍‌ ଇଂଲଣ୍ଡ ବୋଲର ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏହି…

3 years ago

ବିବାହ ଆଶା ନ ଥିଲେ ସାଥୀ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି ମହିଳା, ବଳାତ୍କାର ମାମଲାକୁ ଖାରଜ କଲେ ହାଇକୋର୍ଟ…

ହାଇଦ୍ରାବାବ,୧।୧୧ : ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କୌଣସି ମହିଳା ବିବାହ ଆଶା ନ…

3 years ago

ପାଇଲଟ-କ୍ରୁ ସଦସ୍ୟ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରିପାରିବେ ନାହିଁ, ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଡିଜିସିଏ…

ନୂଆଦିଲ୍ଲୀ,୧।୧୧ : ଏବେ ପାଇଲଟ ଏବଂ କ୍ରୁ ସଦସ୍ୟମାନେ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରି ପାରିବେ ନାହିଁ। ଏଥିରେ ଆଲକୋହଲ ମାତ୍ରା ରହିଥିବାରୁ ଏହାକୁ…

3 years ago

ବଙ୍ଗୋପସାଗରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷା କଲା ନୌସେନା…

ନୂଆଦିଲ୍ଲୀ,୧।୧୧ : ଦେଶର ସୀମା ରକ୍ଷା କରିବା ପାଇଁ ତିନି ସେନା କ୍ରମାଗତ ଭାବରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ଏହି ସମୟରେ ଭାରତୀୟ ନୌସେନା ମଧ୍ୟ…

3 years ago

ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…

ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ…

3 years ago