Home Middle

କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦର ଶୁଣାଣି ଆଜି

ପ୍ରୟାଗରାଜ,୧୦।୧୧: ମଥୁରାର କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ବୁଧବାର ରାୟ ପ୍ରଦାନ କରିବେ।…

2 years ago

ଘୂର୍ଣ୍ଣିଝଡ଼ ଲିଡିଆ ମେକ୍ସିକୋ ମୁହାଁ: ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ, ପ୍ରବଳ ବର୍ଷା ହେବାର ଚେତାବନୀ…

ମେକ୍ସିକୋ ସିଟି, ୧୧।୧୦: ମେକ୍ସିକୋର ପ୍ରଶାନ୍ତ ଉପକୂଳ ରିସର୍ଟ ପୁଏର୍ତୋ ଭାଲାର୍ଟା ନିକଟରେ ଘୂର୍ଣ୍ଣିବଳୟ ଲିଡିଆ ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା…

2 years ago

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୧।୧୦: ପାକିସ୍ତାନର ସିଆଲକୋଟରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫଙ୍କୁ ହତ୍ୟା କରାଯାଇଛି। ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଭାରତୀୟ ଯାଞ୍ଚ ଏଜେନ୍ସି ଏନଆଇଏର…

2 years ago

କେବଳ ଇସ୍ରାଏଲବାସୀ ନୁହନ୍ତି ଅନ୍ୟଦେଶର ଲୋକଙ୍କୁ ହତ୍ୟା କରୁଛି ହମାସ୍‌

ତେଲ ଅଭିଭ,୧୧।୧୦: ପାଲେଷ୍ଟାଇନର ଆତଙ୍କବାଦୀ ହମାସଙ୍କ ବର୍ବରତା ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଯୁଦ୍ଧର ପଞ୍ଚମ ଦିନରେ ଆକ୍ରମଣରେ ସୈନିକଙ୍କ ସମେତ ଅନେକ ସାଧାରଣ…

2 years ago

ଇସ୍ରାଏଲକୁ ଆମେରିକାର ସମର୍ଥନ: ଭୂମଧ୍ୟସାଗରରେ ପହଞ୍ଚିଲା ଆମେରିକାର ନୌସେନା ଜାହାଜ

ଓ୍ବାଶିଂଟନ,୧୧।୧୦: ହମାସ ସହିତ ଇସ୍ରାଏଲର ବିବାଦ ମଧ୍ୟରେ ଆମେରିକାର ନୌସେନା ଜାହାଜ ୟୁଏସ୍‌ଏସ୍‌ ଗୋରାଲ୍ଡ ଆର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପ ପୂର୍ବ ଭୂମଧ୍ୟସାଗରରେ ପହଞ୍ଚିଛି। ଆମେରିକାର…

2 years ago

ଅଷ୍ଟ୍ରେଲିଆରେ ବିରୋଧ ପ୍ରଦର୍ଶନ କରୁଛନ୍ତି ପାଲେଷ୍ଟାଇନ ସମର୍ଥକ

ସିଡନୀ,୧୧।୧୦: ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଅଧିକାଂଶ ନିରୀହ ଜନତା ଶିକାର ହେଉଛନ୍ତି। ଏହି ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗରେ…

2 years ago

ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସୁଛି। ଭାରତର ତାରକା ଓପନର୍‌ ଶୁଭମନ ଗିଲ୍‌ ଆଜି…

2 years ago

ହମାସ୍‌ ମୁଖ୍ୟଙ୍କୁ ଟାର୍ଗେଟ କଲେ ଇସ୍ରାଏଲ ସେନା

ଜେରୁଜେଲମ,୧୧।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଗାଜା…

2 years ago

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ଜୀବନ ବଞ୍ଚେଇବା ପାଇଁ ମୃତଦେହ ପାହାଡ ଭିତରେ ୭ଘଣ୍ଟା ଯାଏଁ ଲୁଚିଥିଲେ ମହିଳା, ମୃତ୍ୟୁସଂଖ୍ୟା ୩ହଜାରକୁ ବୃଦ୍ଧି

ଜେରୁଜେଲମ,୧୧।୧୦ : ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ମଧ୍ୟରେ ଦକ୍ଷିଣ ଇସ୍ରାଏଲର ଏକ ବାହ୍ୟ ସଂଗୀତ ମହୋତ୍ସବ ଉପରେ ଆକ୍ରମଣ କରିବା ସମୟରେ ହମାସ୍‌ ବନ୍ଧୁକଧାରୀମାନେ ୨୬୦ ଜଣଙ୍କୁ ଗୁଳି…

2 years ago

ବାଇଡେନଙ୍କ ସମର୍ଥନ ପାଇଲେ ରାଷ୍ଟ୍ରପତି ନେତାନ୍ୟାହୁ, ଆମେରିକାର ଅସ୍ତ୍ରଶସ୍ତ୍ର ନେଇ ଯାଇଥିବା ପ୍ରଥମ ବିମାନ ପହଞ୍ଚିଲା ଇସ୍ରାଏଲ

ଜେରୁଜେଲମ, ୧୧।୧୦: ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ହମାସ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରାଯାଉଛି। ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା…

2 years ago