Home Middle

କଂଗ୍ରେସକୁ ଫେରିଲେ ଗମାଙ୍ଗଙ୍କ ପରିବାର

ଭୁବନେଶ୍ୱର,୧୭ା୧: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର। ଏଥିସହିତ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳକୁ ଫେରିଛନ୍ତି।…

2 years ago

କଂଗ୍ରେସ ଉପରେ ବର୍ଷିଲେ ମୋଦି

ଥିରୁଭାନନ୍ତପୁରମ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି, କିନ୍ତୁ ଆମେ…

2 years ago

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ,୧୭।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଧବାର ଲୋକାର୍ପିତ ହୋଇଛି। ଶୁଭଲଗ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହଙ୍କ…

2 years ago

ମଣିପୁରରେ ପୁଣି ହିଂସା!

ଇମ୍ଫାଲ,୧୭।୧: ବୁଧବାର ସକାଳେ ମଣିପୁରର ମୋରେହ ଜିଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ…

2 years ago

ସେନା ଶକ୍ତିରେ ଆମେରିକା ନମ୍ବର ଓ୍ବାନ, ଜାଣନ୍ତୁ ଭାରତ ରହିଛି କେତେ ନମ୍ବରରେ

ନୂଆଦିଲ୍ଲୀ,୧୭।୧: ସାମରିକ ଶକ୍ତି ଭାବେ ଭାରତ ହେଉଛି ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ଦେଶ। ଗ୍ଲୋବାଲ ଫାୟାର୍‌ ପାୱାର୍‌ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ର଼୍ୟାଙ୍କିଙ୍ଗରେ ଆମେରିକା ସାମରିକ…

2 years ago

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ୫୭ବର୍ଷ ପୂର୍ବରୁ ଡାକ ଟିକେଟରେ ଲେଖାଯାଇଥିଲା ସମୟ!

ନୂଆଦିଲ୍ଲୀ,୧୭।୧: ରାମ ମନ୍ଦିରକୁ ନେଇ ନିକଟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ…

2 years ago

ଭଏସ କ୍ଲୋନିଂରେ ଦେଶରେ ସର୍ବାଧିକ ଠକେଇ, ଏମିତି କଲ ଆସିଲେ କରିବେ କ’ଣ

ନୂଆଦିଲ୍ଲୀ,୧୭।୧: ଆଜିକାଲି ଭଏସ କ୍ଲୋନିଂ ଠକେଇର ଏକ ନୂଆ ମାଧ୍ୟମ ପାଲଟିଛି। ଠକମାନେ ପୀଡ଼ିତଙ୍କ ଘନିଷ୍ଠ ସମ୍ପର୍କୀୟ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହିତ ନିଜ ସ୍ବରରେ ଫୋନରେ…

2 years ago

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ

ଲକ୍ଷ୍ନୌ,୧୭।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି…

2 years ago

China Virus: ବିଶ୍ୱକୁ ପୁଣି ବିପଦରେ ପକାଇବ ଚାଇନା, କରୋନା ଭଳି ଘାତକ ଭାଇରସକୁ ମୂଷା ଉପରେ କରୁଛି ପରୀକ୍ଷା

ବେଜିଂ,୧୭।୧: ସମଗ୍ର ବିଶ୍ୱରେ ୩ ବର୍ଷ ପୂର୍ବେ ତଥା ୨୦୨୦ରେ କରୋନା ପରି ଏକ ବିପଜ୍ଜନକ ରୋଗ ନିଦ ହଜାଇଦେଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର…

2 years ago

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ଶରଦ ପାଓ୍ବାରଙ୍କୁ ମିଳିଲା ନିମନ୍ତ୍ରଣ

ମୁମ୍ବାଇ,୧୭।୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି। ଏହି ନିମନ୍ତ୍ରଣ ସମ୍ପର୍କରେ ଶରଦ ପାୱାର ରାମ…

2 years ago