Home Middle

ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ, ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି…

ପୁରୀ/ବରଗଡ଼,୪ା୧(ଅଜିତ କୁମାର ମହାନ୍ତି/ପ୍ରେମାନନ୍ଦ ଖମାରୀ): ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହର। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା…

3 months ago

କଂଗ୍ରେସକୁ ଧୋଇ ମୁହଁ ଖୋଲିଲେ ମୋକିମ୍, କହିଲେ ନୂଆ ଦଳ…

ଭୁବନେଶ୍ୱର,୪ା୧: ଜାନକୀଙ୍କ ସ୍ମୃତି ସଭାରେ ମୋକିମ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଥିବା ବେଳେ ଆଜି ପୁଣିଥରେ କଂଗ୍ରେସକୁ ଦୋଷ ଦେଇଛନ୍ତି । ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ…

3 months ago

ବର୍ଷସାରା ମହାପ୍ରଭୁ ବାହାରକୁ ଆସିପାରିବେନି: ଗଜପତି

ପୁରୀ,୪ା୧: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଗଜପତି ମହାରାଜ ଯୋଗ ଦେଇ…

3 months ago

ଶ୍ରୀମନ୍ଦିର କମାଣ୍ଡର-ପୋଲିସ ହାତାହାତି, କିଛି ସମୟ ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ,୪ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ମଧ୍ୟରେ ରବିବାର ପୂର୍ବାହ୍ନ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଭିତରେ କିଛି ସମୟ ଧରି ଗାଳିମନ୍ଦ ଏବଂ…

3 months ago

ବାଂଲାଦେଶର T20 ଓ୍ବାର୍ଲଡ କପ ମ୍ୟାଚ ସିପ୍ଟକୁ ନେଇ ବିସିସିଆଇର ଆସିଲା ଜବାବ

ନୂଆଦିଲ୍ଲୀ,୪।୧: ବାଂଲାଦେଶ କ୍ରିକେଟ ବୋର୍ଡ ଚାହୁଁଛି ଯେ ଏହାର T20 ବିଶ୍ୱକପ ୨୦୨୬ ମ୍ୟାଚ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ। BCCI ଏହାର ଜବାବ ଦେଇଛି। ଟୁର୍ଣ୍ଣାମେଣ୍ଟ…

3 months ago

ନୂଆବର୍ଷ ଆରମ୍ଭରୁ ସରକାରଙ୍କ ବଡ଼ ଘୋଷଣା: ୧୫ ମାସ ଯାଏ ମାଗଣାରେ ମିଳିବ ଚିନି, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୪ା୧: ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଏବଂ ଅଭାବୀ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

3 months ago

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଆମ ବସ୍‌ ଡ୍ରାଇଭରଙ୍କୁ ଦିଆଯିବ ନିୟମିତ ଟ୍ରେନିଂ

ଭୁବନେଶ୍ୱର,୪ା୧: ରାଜ୍ୟ ସରକାରଙ୍କ ‘ଆମ ବସ୍‌’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି,…

3 months ago

ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ରୋଡ୍ରିଗେଜ କିଏ? ମାଦୁରୋଙ୍କ ଘନିଷ୍ଠ ସହଯୋଗୀ ଡେଲସି ରୋଡ୍ରିଗେଜଙ୍କୁ ମିଳିଲା ନୂଆ ଦାୟିତ୍ୱ

କାରାକାସ,୪।୧: ଭେନେଜୁଏଲାରେ କ୍ଷମତା ଏବଂ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଘଟଣା ଘଟିଛି। ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଆମେରିକା ଗିରଫ କରିବା ପରେ,…

3 months ago

କଳାମୁଗୁନି ଖଣିରେ ବଡ଼ ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା

ଢେଙ୍କାନାଳ, ୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା…

3 months ago

କଂସ ବଧ: ସରିଲା ବରଗଡ଼ ଧନୁଯାତ୍ରା, କ୍ଷମା ପ୍ରାର୍ଥନା ପାଇଁ ପୁରୀ ଅଭିମୁଖେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ…

3 months ago