କେନ୍ଦୁଝର,୧୦ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ। ଫଳରେ…
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଏଏସ୍ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଛି ଓପିଏସ୍ସି। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଆୟୋଗ। ଓପିଏସ୍ସି…
ପୁରୀ ଅଫିସ,୧୦।୧୧: ଓଡ଼ିଶା ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାତଲେଖା ଛାଡ଼ିଛନ୍ତି। ଏହା…
ଗଞ୍ଜାମ,୧୦।୧୧(ଡି.ଏନ୍.ଏ.): ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ଏକ ବୋମାକୁ ଏକ ଗାଈ ଖାଇଦେବାରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାଟି ଘଟିଛି ଗଞ୍ଜାମ ବ୍ଲକର…
ପୋର୍ଟବ୍ଲେୟାର,୧୦।୧୧: ଆଣ୍ଡାମାନ ଏବଂ ନିକୋବରର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ଗଣବଳତ୍କାର ମାମଲାରେ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରିବା ଲାଗି ପୋର୍ଟବ୍ଲେୟାରରେ ହାଜର…
ପୁରୀ ଅଫିସ,୧୦।୧୧: ଦେଶର ସର୍ବୋଚ୍ଚ ପଦରେ ଅଳଙ୍କୃତ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…
ଲକ୍ଷ୍ନୌ,୧୦।୧୧: ଘୃଣା ମନ୍ତବ୍ୟ ମାମଲାରେ ଆଜମ ଖାନ୍ଙ୍କୁ ଏମ୍ପି-ଏମ୍ଏଲ୍ଏ କୋର୍ଟରୁ ଏକ ଝଟ୍କା ମିଳିଛି। ଆଜମଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗୁରୁବାର ପ୍ରତ୍ୟାଖ୍ୟାନ କରିଛନ୍ତି।…
ନୂଆଦିଲ୍ଲୀ,୧୦।୧୧: ଆଧାରକାର୍ଡକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା। ଦଶ ବର୍ଷ ପୂର୍ବେ ଯେଉଁମାନେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ କେବେବି ଅପଡେଟ କରିନାହାନ୍ତି ସେମାନଙ୍କ…
ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଅଳ୍ପ ଦିନରେ ଭଲ ଆୟ ମଧ୍ୟ କରିଥିଲା। କଶ୍ମୀର…
ସିଡନୀ,୧୦।୧୧: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣତିଲାକା ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ବେଳେ ଦିନକୁ ଦିନ ତାଙ୍କର ଅଡୁଆ ବଢ଼ିବାରେ ଲାଗିଛି। ବଳାତ୍କାର ସମୟରେ ଅଭିଯୋଗକାରୀ ମହିଳାଙ୍କ…